Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗରିବ କଲ୍ୟାଣ ସମାବେଶ

ସମ୍ବଲପୁର:ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ଗୋବିନ୍ଦପାଲିଠାରେ ଆଜି ଗୋଶାଲା ମଣ୍ଡଳର ମଣ୍ଡଳ ସ୍ତରୀୟ ଗରିବ କଲ୍ୟାଣ ସମାବେଶ ଅନୁଷ୍ଠିତ ହୋଇଯାଇଛି । ରେଙ୍ଗାଲି ବିଧାୟକ ନାଉରୀ ନାୟକ, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ରବି ନାରାୟଣ ନାୟକ,ଜିଲ୍ଲା ସଭାପତି ଗିରିଶ ପଟେଲ କାର୍ଯ୍ୟକ୍ରମରେ ଯୋଗ ଦେଇ ଉପସ୍ଥିତ ଶହ ଶହ ଅଞ୍ଚଳବାସୀଙ୍କୁ ମୋଦୀ ସରକାରଙ୍କ ୯ ବର୍ଷର ସଫଳ ଉପଲବ୍ଧି ଓ ଯୋଜନା ବିଷୟରେ ଅବଗତ କରାଇ ବିଜେପି ପ୍ରତି ଜନ ସଚେତନତା ସୃଷ୍ଟି କରାଇଥଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ