Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବକ୍ର ମନ୍ଦିର ରାସ୍ତାରେ ବୃକ୍ଷ ରୋପଣ

ସମ୍ବଲପୁର : ହୀରାକୁଦ ବ୍ଲଡ଼ ଡୋନର୍ସ ଗ୍ରୁପ ତରଫରୁ ହୁମା ମନ୍ଦିର ସ୍ଥିତ ବୀର ସୁରେନ୍ଦ୍ର ସାଏ ବୃଦ୍ଧା ଆଶ୍ରମ ଓ ହୁମା ମନ୍ଦିର ରାସ୍ତାର ଉଭୟ ପାର୍ଶ୍ୱରେ ୪୫ଟି ଗଛ ଚାରା ଲଗାଯାଇଛି । ଏହି ମହତ କାର୍ଯକ୍ରମରେ ବ୍କୁଡ଼ ଓ ଡୋନର୍ସ ଗ୍ରୁପର ସଭାପତି କରୁଣାକର ବିଶାଳ, ବରିଷ୍ଠ ସମାଜ ସେବୀ ଶ୍ରୀ ଜଗଦୀଶ ମିଶ୍ର , ହୀରାକୁଦ ବ୍ଲଡ଼ ଡୋନର୍ସ ଗ୍ରୁପର କର୍ମକର୍ତା କେ.ସାଇପ୍ରସଦ ରାଓ, ସତ୍ୟପ୍ରିୟ ପାଣ୍ଡେ, ପ୍ରମୁଖ ଉପସ୍ଥିତ ରହି ଏହି ଚାରା ରୋପଣ କରିଥିଲେ ।