Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁନାରୀ ଘାଇ ଛକର ନାଳ ସଫା ପାଇଁ ଦାବି

ପଦ୍ମପୁର ବ୍ଲକ ସଦର ସୁନାରି ଘାଇ ନାଳରେ ସହରର ବିଭିନ୍ନ ହୋଟେଲ,ଦୋକାନର ମଇଳା, ପଲିଥିନ, ମଦ ବୋତଲ ପଡି ଫୁଲ ଜାମ ହୋଇ ଯାଇ ଥିବାଫଳରେ ଲାଉଗୁଡା ମୌଜାର ପାଖାପାଖି ୧୦୦ଏକର ଧାନଚାଷ ଜମି ଏବେ ଜଳ ମଗ୍ନ, ଚିନ୍ତାରେ ଚାଷୀକୁଳ….। ଚାଷ ଆରମ୍ଭରୁ ଚାଷୀକୁ ଆରମ୍ଭ ହେଲା ସମସ୍ୟା।ଏହି ସମସ୍ୟା ପିଛା ଛଡିବ ନାହିଁ ବୋଲି ଚାଷୀଙ୍କ ସୂଚନା। ଚାଷୀଙ୍କ ନିବେଦନ ପ୍ରଶାସନକୁ ବ୍ଲକ କିମ୍ବା କ୍ଷୁଦ୍ର ଜଳ ସେଚନ ବିଭାଗ ପକ୍ଷରୁ ସୁନାରି ଘାଇ ନାଳ କୁ ଯୁଦ୍ଧ କାଳୀନ ଭିତ୍ତରେ ସଫା ସୁତୁରା କରିବାକୁ ଚାଷୀଙ୍କ ନିବେଦନ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ