Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଉଲୁଣ୍ଡା ଜଙ୍ଗଲରେ ପୁଲିସ ର ଚଢାଉ ; ବିପୁଳ ରନ୍ଧା ମଦ ସହିତ ବ୍ୟବହୃତ ସମାଗ୍ରୀ ଜବତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଯାମପାଲି ଜଙ୍ଗଲରେ ପୁଲିସ ଚଢାଉ କରି 40ଲିଟର ମଦ ସହ ମଦ ତିଆରି ସାମଗ୍ରୀ ଜବତ କରିଛି l ଉଲୁଣ୍ଡା ବନାଞ୍ଚଳ ର ଯାମପାଲି ଜଙ୍ଗଲରେ ଶୁକ୍ରବାର ଅପରାହ୍ନ ସମୟରେ ପୁଲିସ ଖବର ପାଇ ଟିମ ସହ ଚଢ଼ାଉ କରି ବିପୁଳ ମାତ୍ରାରେ ମଦ ଜବତ କରିଥିଲା I ସୂଚନା ଅନୁସାରେ ଉକ୍ତ ଜଙ୍ଗଲରେ ଦେଶୀ ମଦ ରନ୍ଧା ଯାଇ ବିଭିନ୍ନ ସ୍ଥାନକୁ ଚୋରା ଚାଲାଣ ହେଉଥିବା ପୁଲିସ ଖବର ପାଇ ଚଢ଼ଉ କରି ଥିଲା l