ରୋଟାରିଆନ କାର୍ତ୍ତିକ କଲେତ ସମ୍ମାନୀତ


ସମ୍ବଲପୁର(ଝରସୁଗୁଡା):ହୋଟେଲ ମେଘଦୂତ ଝାରସୁଗୁଡ଼ା ଠାରେ ଆୟୋଜିତ ଲାୟନ୍ସ କ୍ଲବ ଜିଲ୍ଲା ୩୨୨ସି୨ ର ୨୦୨୧-୨୨ ର ପୁରସ୍କାର ବିତରଣି ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଶ୍ରେଷ୍ଠ କ୍ଲବ ଓ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ତତ୍କାଳୀନ ସଭାପତି ରୋଟାରିଆନ୍ କାର୍ତ୍ତିକ କଲେତଙ୍କୁ ଜିଲ୍ଲା ଗଭର୍ଣ୍ଣର୍ ରାକେଶ କୁମାର ସିଂ ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥିଲେ। ଶ୍ରୀଯୁକ୍ତ କଲେତ ଜଣେ ସମାଜସେବୀ ଭାବେ ସମଗ୍ର ଜିଲ୍ଲା ଓ ଜିଲ୍ଲା ବାହାରେ ଏକ ପରିଚିତ ନାମ।