Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦ୍ୱତୀୟ ବୈଠକ : ନିଷ୍ପତି ହେବ ରାଇପାହାଡ଼ କାହାର

ଆଜି କୋରାପୁଟ ନନ୍ଦପୁର ସୀମାନ୍ତ ବର୍ତ୍ତୀ ଆନ୍ଦ୍ର ଓଡିଶା ବିବାଦୀୟ ରାଇପାହାଡ଼ ରେ ଆଜି ଦୀର୍ଘ ଦିନ ରୁ ଲାଗି ରହିଥିବା ଆନ୍ଦ୍ର ଓଡିଶା ସୀମା ବିବାଦ ସମସ୍ୟା କୁ କେନ୍ଦ୍ର କରି ଆଜି କୋରାପୁଟ ଉପଜିଲ୍ଲା ପାଳ ବେଣୁଧର ଶବର ନନ୍ଦପୁର ପ୍ରଶାନିକ ଅଧିକାରୀ ଏବଂ ଆନ୍ଦ୍ର ପ୍ରଶାସନ ର ଅଧିକାରୀ ମିଳିତ ଭାବେ ଆନ୍ଦ୍ର ଓଡିଶା ସୀମା ନିର୍ଧାରଣ କରିବା ପାଇଁ ଉପସ୍ଥିତ ହୋଇ ଥିଲେ । କିନ୍ତୁ ଆନ୍ଦ୍ର ରୁ ଆସିଥିବା ଅଧିକାରୀ ମାନେ ଆମେ ଆବଶ୍ୟକ ନଥିପତ୍ର ଆଣି ନଥିବା କହି ଆଉ ଏକ ଡେଟ ମାଗି କି ଯାଇଛନ୍ତି ।
ଅନ୍ୟ ପକ୍ଷ୍ୟ ରେ ରାଇପାହାଡ଼ ଗାଁ ରେ ଜମି ପୋଟା ଏବଂ ପେନଶନ ଭତା ପ୍ରଦାନ କରିଥିବା କଥା ଉପରେ କୋଣସି ପ୍ରତିକ୍ରିୟା ରଖି ନ ଥଲେ ତ ଦେଖିବାକୁ ବାକି ରହିଲା କେବେ ଆଗାମି ବୈଠକ କେବେ ହବ ଏବଂ କଣ ନିଷ୍ପତି ନିଆ ଯିବ ତାହା ଦେଖିବାକୁ ସୀମା ନିର୍ଦ୍ଧାରଣ ରେ ଦୁଇ ରାଜ୍ୟ ପ୍ରଶାସନିକ ଅଧିକାରୀ ମେଲି।
ନନ୍ଦପୁର, ଓଡ଼ିଶା ଆନ୍ଧ୍ର ସୀମାନ୍ତ କୋରାପୁଟ ଜିଲ୍ଲା ଅନ୍ତର୍ଗତ ନନ୍ଦପୁର ବ୍ଲକ ର ଗଲୁର ଗ୍ରାମ ପଂଚାୟତ ରେ ରାଇପାଡ ଗ୍ରାମ ରେ ଆଧାର, ରାସନ୍ ପାଣି ପରେ ଆବାସ ଗୃହ ପ୍ରଦାନ ଘଟଣା ନେଇ ଆନ୍ଧ୍ର ର ଚଂଚକତା ପଦା ରେ ପଡ଼ିବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ରାଇପାଡ ଗ୍ରାମ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରି ଥିଲେ। ତେବେ ଆବାସ ଗୃହ ପ୍ରଦାନ ସହ ଓଡ଼ିଶା ଜଙ୍ଗଲ ଜମି ଉପରେ ନିଜ ମାଲିକାନା ବିସ୍ତାର କରି ରାଇପାଡ ଗ୍ରାମର ପରିବାର ଙ୍କୁ ଓଡ଼ିଶା ଜମିରେ ଆନ୍ଧ୍ର ଜଙ୍ଗଲ ଜମି ପଠା ପ୍ରଦାନ କରିଥିବା ଚଞ୍ଚକତା ପଦା କୁ ଆସିଛି। ଏହି ସ୍ଥିତି ରେ କୋରାପୁଟ ଜିଲ୍ଲା ପାଳ ସମେତ ନନ୍ଦପୁର ତହସିଲଦାର ନରସିଂହ ଗାଦବା ଆନ୍ଧ୍ର ପ୍ରଦେଶ ତହସିଲଦାର ଙ୍କୁ ପତ୍ର ଲେଖି ଛନ୍ତି। ତେବେ ଉଭୟ ରାଜ୍ୟ ର ପ୍ରଶାସନ ଆଲୋଚନା ପରେ ଆଜି ଅନୁଷ୍ଠିତ ହୋଇଥିବା ବେଳେ ରାଇପାଡ ଜଙ୍ଗଲ ଓ କୁ ନିଜର କହି ଲଗାଇଥିବା ଆନ୍ଧ୍ର ଫଳକ ହଟାଇ ଛି ତତ୍ ସହିତ ଜଙ୍ଗଲ ଜମି ମାଲିକାନା ଉପରେ ଦେଖାଇ ପାରିନଥିଲା ଆବଶ୍ୟକ ନଥି ପତ୍ର ତେବେ ଉଭୟ ରାଜ୍ୟ ର ପ୍ରଶାସନ ମେଲିକୁ ନେଇ ସୀମାନ୍ତ ରାଇପାଡ ଗ୍ରାମ କୁ ଅଂଚଳ ବାସୀ ଙ୍କ ଭିଡ଼ ଜମି ଥିଲା। ତେବେ ଆବଶ୍ୟକ ନଥି ପତ୍ର ଆନ୍ଧ୍ର ପ୍ରଶାସନ ଆଣି ନଥିବା ବେଳେ ବେକ ଫୁଟ ଆସିଛି ଆନ୍ଧ୍ର ପ୍ରଶାସନ କୋରାପୁଟରୁ ରାଜେନ୍ଦ୍ର ଧଡକା ଙ୍କ ରିପୋର୍ଟ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ