Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି ର 5 ଟି ସଚିବ ଙ୍କ ରେଙ୍ଗାଲି ଗସ୍ତ କୁ ବିରୋଧ

ରାଜ୍ୟରେ ଚାଲିଥିବା ଅଗଣତାନ୍ତ୍ରିକ ଓ ଅମଲାତନ୍ତ୍ର ସର୍ବସ୍ବ ଶାସନ ବ୍ୟବସ୍ଥାକୁ ବିରୋଧ କରି ଓ 5T ସଚିବ ଙ୍କ ସମ୍ବଲପୁର ଗସ୍ତ ର ପ୍ରତିବାଦ ରେ ଆଜି ରେଙ୍ଗାଲି ବିଜେପି ପକ୍ଷରୁ ଗଣଧାରଣା ଦିଆଯାଇଥିଲା । ରେଙ୍ଗାଲି ବିଧାୟକ ନାଉରୀ ନାୟକ ଙ୍କ ନେତୃତ୍ବରେ ଶତାଧିକ କର୍ମୀ ଧାରଣା ରେ ସାମିଲ ହୋଇଥିଲେ । କଳା ପୋଷାକ ପିନ୍ଧି, ହାତରେ ପ୍ଲ୍ୟା-କାର୍ଡ ଓ ଦଳିୟ ପତାକା ଧରି ସ୍ଲୋଗାନ ଦେଇଥିଲେ।
ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ନାଉରି ନାୟକ, ମାନସ ରଞ୍ଜନ ବକ୍ସି, ଯୁଗଲ କିଶୋର ଅଗ୍ରୱାଲ, ପ୍ରଶାନ୍ତ ବାରିକ, ଆଶିଷ ହୋତା, ପ୍ରକାଶ ପ୍ରଧାନ, ନବିନ ପ୍ରଧାନ, ସରୋଜ ମେହେର, ନରେନ୍ଦ୍ର ମିଶ୍ର, ସୁଧିର ଗୁପ୍ତା, ଉତ୍ତମ ବିଶ୍ଵାଲ, ଦେବେନ୍ଦ୍ର ନାୟକ, ସୁରେନ୍ଦ୍ର ପ୍ରଧାନ, ନୀଲାଦ୍ରି ଭୋଇ, ମୌସୁମୀ ସାହୁ ଙ୍କ ସହ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ