ଦେବବ୍ରତ ପଣ୍ଡା
ସ୍ଥାନୀୟ ପ୍ରତିନିଧି (ରେଙ୍ଗାଲି ) ସମ୍ବଲପୁର
ଟାଇଗର ଗ୍ରୁପ ପକ୍ଷରୁ ମେଗା ରକ୍ତ ଦାନ ଶିବିର।
ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଠାରେ ଟାଇଗର ଗ୍ରୁପ ପକ୍ଷରୁ ଏକ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଶନିବାର...
ରେଙ୍ଗାଳି ରେ ମୁଖ୍ୟମନ୍ତ୍ରୀ ଙ୍କୁ ଭବ୍ୟ ସ୍ଵାଗତ।
ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଠାରେ ଓଡିଶା ମୁଖ୍ୟମନ୍ତ୍ରୀ ଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି। ଶନିବାର ଦିନ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ...
ଡିପ୍ଲୋମା ଛାତ୍ର ଙ୍କୁ ଛୁରୀ ଦେଖାଇ ଲୁଟ। ନାବାଳକ ସହ 3 ଗିରଫ।
ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ରେଙ୍ଗାଲି ବାବା ବନ୍ଧ ନିକଟରେ ଜଣେ ଡିପ୍ଲୋମା ଛାତ୍ର ଙ୍କୁ ଛୁରୀ ଦେଖାଇ...
ଅବସର ପ୍ରାପ୍ତ ଶିକ୍ଷକ ଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା
ରେଙ୍ଗାଲି ବ୍ଲକ ଲଇଡା ଅଞ୍ଚଳର ଜଣେ ଆଦର୍ଶ ଶିକ୍ଷକ ମନୋଜ କୁମାର ନାଏକ ଙ୍କ ବିୟୋଗରେ ଆଜି ତାଙ୍କ ବାସ...
ରେଙ୍ଗାଲି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ବାର୍ଷିକ କ୍ରୀଡା ଅନୁଷ୍ଠିତ
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଗତ ଦୁଇ ଦିନ ଧରି ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ...
ଏନ୍ ଏଲ ସି କମ୍ପାନୀ ଶ୍ରମିକ ମାନଙ୍କ ଆନ୍ଦୋଳନ ପ୍ରତ୍ୟାହୃତ।
ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଖିଣ୍ଡା ଏନ୍ ଏଲ ସି କମ୍ପାନୀ ତଳାବିରା ୨ଓ3 କୋଇଲା ଖଣିରେ ଶ୍ରମିକ ମାନଙ୍କ...
ଲପଙ୍ଗା ପୀଠ ର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ।
ସମ୍ବଲପୁର ଜିଲ୍ଲାର ସ୍ଥିତ ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ ଙ୍କ ଲପଙ୍ଗା ପୀଠ ଅନ୍ତର୍ଗତ ଲପଙ୍ଗା ପ୍ରଗଣା ର ଖିଣ୍ଡା...
ସମ୍ବଲପୁର ରେଳମଣ୍ଡଳ ପକ୍ଷରୁ ରେଙ୍ଗାଲି ଷ୍ଟେସନଠାରେ ମିଳିତ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ
ପୂର୍ବ ତଟ ରେଳପଥ ସମ୍ବଲପୁର ରେଳମଣ୍ଡଳ ପକ୍ଷରୁ 19 ନଭେମ୍ବର 2025 ରେ ରେଙ୍ଗାଲି ରେଳ ଷ୍ଟେସନରେ ଏକ ପୂର୍ଣ୍ଣ...
ହାଇୱା ଧକ୍କା ରେ ଦୁଇ ଭାଇ ମୃତ।
ସମ୍ବଲପୁର – ରାଉରକେଲା 10 ନଂ ରାଜ୍ଯ ରାଜପଥ ରେଙ୍ଗାଲି ଥାନା ଅନ୍ତର୍ଗତ ଶ୍ୟାମ ମେଟାଲିକ୍ସ ସମ୍ମୁଖରେ ହଇୱା ଧକ୍କା...
ପ୍ରତ୍ୟେକ ଘରେ ନଳ ପ୍ରତ୍ୟେକ ଘରେ ଜଳ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।
ସମ୍ବଲପୁର ଜିଲ୍ଲା ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ୱାର୍ଡ ନଂ 9 ଜାମବାହାଳ ପ୍ରାଥମିକ ବିଦ୍ୟାଳୟ ପରିସରରେ ମେଗା ପାନୀୟ ଜଳ...
ସ୍କୁଲ ର ପଙ୍ଖା ପଡ଼ି କରି ଛାତ୍ର ଆହତ
ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଲାଉମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଏକ ଅଘଟଣ ଘଟିଯାଇଛି ସ୍କୁଲ ରେ ପଙ୍ଖା...
ଶ୍ରୀ ଗୋବିନ୍ଦ ଗୋଶାଳାର ପ୍ରଥମ ବାର୍ଷିକ ଉତ୍ସବ ଅବସରରେ ଗୋପାଷ୍ଟମୀ ପୂଜା ଆୟୋଜିତ
ସ୍ୱାଧୀନଏକତା ସଂଘଠନ ରେଙ୍ଗାଲି ଦ୍ଵାରା କାଶିପାଲି ଗ୍ରାମଠାରେ ଅବସ୍ଥିତ ଶ୍ରୀ ଗୋବିନ୍ଦ ଗୋଶାଳାର ୧ ବର୍ଷ ପୂର୍ତ୍ତି ଉପଲକ୍ଷେ ଗୋପାଷ୍ଟମୀ...
