Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଢାଖୋଲ: ୫ଟି ସଚିବଙ୍କ ଗସ୍ତକୁ ନେଇ ବିଜେପିର ପ୍ରତିବାଦ ସଭା

ସମ୍ବଲପୁର(ରେଢାଖୋଲ): ୫ ଟି ସଚିବଙ୍କ ରେଢାଖୋଲ ଗସ୍ତ ନେଇ ଆଜି ବିଜେପି ପକ୍ଷରୁ କଳା ପରିଧାନରେ ଯୋରସୋର ବିରୋଧ କରାଯାଇଛି। ପାଣ୍ଡିଆନ ଗୋ ବେକର ନାରା ଦେଇ ଷ୍ଟାଡିୟମ ନିକଟରେ ଏକ ପ୍ରତିବାଦ ସଭାରେ ବହୁ ନେତା ଧାରଣାରେ ବସିଥିଲେ। ଦେବେନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ପ୍ରତବାଦ ସଭାରେ ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲ,ଜୁବ ବିଜେପି ସଭାପତି ଅଶ୍ୱୀନି ମାଝି,ସସ୍ମିତା ଦେହୂରୀ,ଅନ୍ତର୍ଯାମୀ ପ୍ରଧାନ,ପ୍ରମୋଦ ସାହୁ,ଶିବରାମ ସାହୁ,ଶରତ ପ୍ରଧାନ,ସୁଷମା ମୁଣ୍ଡା,ରାମାନୁଜ,ବିଚିତ୍ରା ନନ୍ଦ ସାଜୁ,ପ୍ରକାଶ ବଢେଇ,ଜୟନ୍ତ ପ୍ରଧାନ,ପରିକ୍ଷିତ ନାୟଲ,ଅନିତା ପ୍ରଧାନ,ଅନିଲ ପ୍ରଧାନ ପ୍ରମୁଖ ଶତାଧିକ ନେତା ଓ କର୍ମୀ ଏଥିରେ ସାମିଲ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ