Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଦଳରୁ ବହିଷ୍କୃତ ପରେ ପ୍ରତିକ୍ରିୟା ରଖିଲେ ବିଧାୟକ ମୁକିନ୍

କଂଗ୍ରେସରୁ ବହିଷ୍କୃତ ହେବାପରେ କଟକ ସଦର ବିଧାୟକ ମହମ୍ମଦ ମୁକିନ ନିଜର ପ୍ରତିକ୍ରିୟା ରଖି କହିଛନ୍ତିଯେ,ଦଳର ସମସ୍ତଙ୍କୁ ଏକାଠି କରିବାକୁ କାର୍ଯ୍ୟକ୍ରମର ଆୟୋଜନ କରିଥିଲି।
‘ମୁଁ ଦୁଃଖିତ, ଯେଉଁ ଦଳ ପାଇଁ ଏତେ କରିଛି, ମୋତେ ସେହି ଦଳ ବୁଝି ପାରିଲାନି’।୨୦୨୪ରେ ଦଳର ମୁଖ୍ୟ କିଏ ଥିବେ, କିଏ ଟିକେଟ ବାଣ୍ଟିବେ ଜଣାପଡ଼ିବ’।ଦଳରୁ ଟିକେଟ ନ ମିଳିଲେ ସ୍ୱାଧୀନ ଭାବେ ଲଢିବି ବୋଲି ସେ ରୋକଠୋକ ଭାବେ କହିଥିବାବେଳେ ପୁଣି ଏହାବି ସେ କହିଛନ୍ତି ସାମୟିକ ଭାବେ ସସ୍‌ପେଣ୍ଡ ହୋଇଛି, ହୁଏତ ସସ୍‌ପେଣ୍ଡ ଉଠିବି ଯାଇପାରେ !