Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରୂପାନ୍ତରଣରେ ସମ୍ବଲପୁର ସାମିଲ

ସମ୍ବଲପୁର: ରାଜ୍ୟର ରୂପାନ୍ତରଣ ଧାରାରେ ସାମିଲ ହୋଇଛି ସମ୍ବଲପୁର। ଜିଲ୍ଲା ଗସ୍ତ ଅବସରରେ ୫ଟି ସଚିବ ଭି.କେ ପାଣ୍ଡିଆନ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ୫ଟି ଉପକ୍ରମରେ ଶିକ୍ଷା ଓ ପର୍ଯ୍ୟଟନ କ୍ଷେତ୍ରରେ ପରିବର୍ତ୍ତନ ସହ ଲୋକଙ୍କ ଅଭିଯୋଗର ତୁରନ୍ତ ସମାଧାନ ଉପରେ ଗୁରୁତ୍ୱ ଦେଇଛନ୍ତି।ଜିଲ୍ଲାର ମାଁସମଲେଶ୍ବରୀ ,ଘଣ୍ଟେଶ୍ୱରୀ, ହୁମାର ବକ୍ର ମନ୍ଦିର,ସନ୍ଥ କବିଙ୍କ ପୀଠ ସ୍ଥଳି ଭଳି ବିଭିନ୍ନ ଧର୍ମ ପୀଠ,ଐତିହାସିକ ପର୍ଯ୍ୟଟନ କ୍ଷେତ୍ର ବୁଲି ଏହାର ବିକାଶ ସହିତ ମହିଳା ସଶକ୍ତ ଉପରେ ଗୁରୁତ୍ୱ ଦେଇଛନ୍ତି। ପାଣ୍ଡିଆନଙ୍କ ଗସ୍ତ ସମୟରେ ମହିଳା ମାନଙ୍କ ମଧ୍ୟରେ ବିଶେଷ ଉତ୍ସାହ ରହିଥିବା ପରିଲକ୍ଷିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ