Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଶ୍ରୀପାଲି ଛକରୁ ୩ଟି ବାଘଛାଲ ଓ ୩ଟି ହରିଣ ଜାଲ ଜବତ କଲା ଏସ୍ ଟିଏଫ୍ : ଜଣେ ଗିରଫ

କଳାହାଣ୍ଡି,୨୨/୦୭- କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ମ.ରାମପୁରକୁ ସଂଯୋଗ କରୁଥିବା ୬(କ) ଶ୍ରୀପାଲି ଛକ ନିକଟରେ ଚୋରାଚାଲାଣ ହେଉଥିବାବେଳେ ଏସ୍ ଟିଏଫ୍ ହାତରେ ୩ଟି ବାଘଛାଲ, ୩ଟି ହରିଣ ଛାଲ ଜବତ କରିବା ସହିତ ଏଥିରେ ସଂପ୍ରୁକ୍ତ ଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ! ସୂଚନା ଅନୁଯାୟୀ, ନର୍ଲା ବନାଞ୍ଚଳ ଅଧୀନରେ ଥିବା ମ. ରାମପୁର-ନର୍ଲା ସୀମାନ୍ତ ଶ୍ରୀପାଲି ନିକଟ ଦେଇ ଖଗେଶ୍ବର ପଟେଲ ନାମକ ଜଣେ ବ୍ୟକ୍ତି ଯାଉଥିବାବେଳେ ପୂର୍ବ ସୂଚନା ପାଇ ବନ ବିଭାଗର ଏସ୍ ଟିଏଫ୍ ତାକୁ ମାଡ଼ି ବସିଥିଲା ! ତା’ଠାରୁ ୩ଟି ବାଘ ଛାଲ, ୩ଟି ହରିଣ ଛାଲ ଜବତ କରାଯାଇଛି !