Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆନ୍ଦ୍ର ଓଡିଶା ସୀମା ବର୍ତ୍ତୀ ଚିତ୍ର ଏହିପରି

ନିମାଲପାଡୁ ଗ୍ରାମର ଅଙ୍ଗନୱାଡିରୁ ମୌଳିକ ସୁବିଧାରୁ ପିଲା ବାଞ୍ଛିତ ସରକାରୀ ମେଢମଙ୍କ ପାଦ ପଡୁ ନାହିଁ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଗ୍ରାମ ପଞ୍ଚାୟତର ଆନ୍ଧ୍ର ଓଡ଼ିଶା ସୀମା ବର୍ତ୍ତ ରହିଥିବା ନିମାଲପାଡୁ ଗାଲାପାଡୁବାନ୍ଦା ଝାକରବାଲସା ରାବାଲପାଡୁ ଗିନିପୀଲିପାଡୁ ଏହି ୫ଟି ଗାଁକୁ ନେଇ ଏକ ଟିଣ ଘର ଅଙ୍ଗନବାଡ଼ି କେନ୍ଦ୍ର ରହିଛି ହେଲେ ସେହିଠୀ ମଧ୍ୟ ବେବାହାର କରାଯାଇ ନାହିଁ ଏହି ବଳି ଅବ୍ୟବସ୍ଥାକୁ କେମିତି ଦେଖୁ ଛନ୍ତି ଏରିଆ ସୁପର ବାଇଜର୍ ଏବଂ ସିଡ଼ି ପିଇଓ ମେଢମ୍ । ଗାଁ ଲୋକଙ୍କ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ଅଧିକାରୀଙ୍କ ଦୃଷ୍ଟି ଦେଉନାହାନ୍ତି ଏମିତି ଅନେକ ସରକାରଙ୍କ ସୁବିଧା ସୁଯୋଗ ଯୋଗାଇ ଦେଇଥିଲେ ସୁଦ୍ଧା କେଉଁ ବାଟ ଦେଇ ଯାଉଛି ଗାଁ ଲୋକଙ୍କ ପାଖରେ ଖବର ନାହିଁ କେବେ ଅଙ୍ଗନବାଡ଼ି କେନ୍ଦ୍ରର ମୌଳିକ ସୁବିଧା ସୁଯୋଗ ପାଇବେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଇଛି । ଏହି ବିଷୟରେ ଗଣମାଧ୍ୟମ ପ୍ରତିକ୍ରିୟା ନେବାକୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିବାରୁ ସେ ଫୋନ୍ ରିସ୍ବି କରୁ ନାହାନ୍ତି ସିଡ଼ି ପିଇଓ ଗାଁର ଗର୍ବ ବତୀ ମହିଳା ମାନଙ୍କ ପାଇଁ ମଧ୍ୟ ସରକାରଙ୍କ ଠାରୁ ପୃଷ୍ଟିକର ଖାଦ୍ୟ ଆସୁଛି ଏହା ମଧ୍ୟ ବାଟ ବଣା ହେଉଛି କେବେ ଏହି ଅଙ୍ଗନବାଡ଼ି କେନ୍ଦ୍ରରେ ଦୃଷ୍ଟି ପଡ଼ିବ ତାହାକୁ ନେଇ ଏବେ ଅପେକ୍ଷା
ସେମିଲିଗୁଡା ରୁ ରାଜେନ୍ଦ୍ର ଧଡକା ଙ୍କ ରିପୋର୍ଟ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ