Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧନୁପାଲି ଦୂର୍ଗା ପୂଜା କମିଟିର ନୂତନ କର୍ମକର୍ତ୍ତା

ସମ୍ବଲପୁର: ଆଜି ୧୦ଟା ସମୟରେ ଧନୁପାଲି ଦୁର୍ଗା ମଣ୍ଡପ ଠାରେ ଶ୍ରୀଯୁକ୍ତ ଅନୀଲ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ଏହି ସଭାରେ ଉପସ୍ଥିତ କର୍ମକର୍ତ୍ତା ବୃନ୍ଦ ଚଳିତ ବର୍ଷ ଦୁର୍ଗା ପୂଜା କିପରି ସୁଚାରୁ ରୁପେ ହେବ ଏହି ବିଷୟ କୁ ଦୃଷ୍ଟି କରି ଏକ ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ସଭା ଶେଷରେ ସର୍ବ ସମ୍ମତି କ୍ରମେ ନୂତନ କମିଟି ଗଠନ କରାଯାଇଥିଲା ଏଥିରେ ସଭାପତି ଭାବରେ ମନୋରଞ୍ଜନ ପଣ୍ଡା ଉପସଭାପତି ଭାବରେ ଶରତ ଚନ୍ଦ୍ର ପାଢ଼ୀ, ସାଧାରଣ ସଂପାଦକ ଦିଲ୍ଲୀପ ମହାନନ୍ଦ , ସଂପାଦକ ଜ୍ୟୋତି ପ୍ରକାଶ ମହାନ୍ତି, ସଂପାଦକ ସୌରଭ ଚନ୍ଦ୍ର ପଣ୍ଡା,
କୋଷାଧ୍ୟକ୍ଷ ସୁଶାନ୍ତ ପାଢ଼ୀ,ସହ କୋଷାଧ୍ୟକ୍ଷ ଚୈତନ୍ୟ ନାୟକ , ମିଡିଆ ପ୍ରଭାରୀ ଭାବେ ପ୍ରଶାନ୍ତ ଥାପା
ମଣ୍ଡପ ଦାୟିତ୍ଵ ସାନୁଜ ସାହୁ ଓ ଶ୍ରୀକାନ୍ତ ପାତ୍ର ପରାମର୍ଶ ଦାତା ଭାବରେ ନରେନ୍ଦ୍ର ପ୍ରସାଦ ରାଇଗୁରୁ, ମୁରଲୀ ପାତ୍ର, ତୁଷାର କାନ୍ତ ମିଶ୍ର, ଅନୀଲ କୁମାର ମିଶ୍ର, ଦେବାଶିଷ ମିତ୍ର, ରୁପେସ ପଟେଲ, ସଞ୍ଜୟ ପ୍ରସାଦ, ମଳୟ ପାଣିଗ୍ରାହୀ, ମାନସ ମିଶ୍ର, ଚନ୍ଦନ ମହାନନ୍ଦ, ସୂର୍ୟ ପୋଢ଼, ଦିବ୍ୟ ବେହେରା, ସଞ୍ଜୀବ ପାଢ଼ୀ, ତନ୍ମୟ ପାଣିଗ୍ରାହୀ, କାହୁଁ ଚରଣ ଶର୍ମା, ସୋଲେନ୍ଦ୍ର ପଣ୍ଡା, ମହେଶ ପଟେଲ, ସୁରେନ୍ଦ୍ର ଖଟେଇ ସଭା ଶେଷରେ ସାଧାରଣ ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ।