Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ଅଟଳ ଯୁବ ବାହିନୀର ଯୁବ ସେବକ ଶିବିର ଉଦଘାଟିତ।

ଗୋପାଳପୁର,୦୬/୦୮ ଗୋପାଳପୁର ନିର୍ବାଚନମଣ୍ଡଳୀ ଅଟଳ ଯୁବ ବାହିନୀ ପକ୍ଷରୁ ୨ ଦିନିଆ ଯୁବ ସେବକ ଶିବିର ହଳଦିଆପଦର ସ୍ଥିତ ଲକ୍ଷ୍ମୀନୃସିଂହ ମନ୍ଦିର ପରିସରରେ ଉଦଘାଟିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ଭିଜିଲାନ୍ସ ଆରକ୍ଷୀ ଅଧିକ୍ଷକ ଦେବଦତ୍ତ ପଟ୍ଟନାୟକ, ହୃଷିକେଶ ପାଣିଗ୍ରାହୀ,ଅଟଳ ଯୁବ ବାହିନୀ ସଂଯୋଜକ ତଥା କୋଳଥିଗାଁ ସରପଞ୍ଚ ଜଗମୋହନ ପାତ୍ର, ଗଙ୍ଗାଧର ଶତପଥୀ, ଡ଼ ସୁବାଷ ସାହୁ,ଚିନ୍ମୟା ନନ୍ଦ ମହାରାଜ ପ୍ରମୁଖ ମଞ୍ଚାସିନ ରହି ଉପସ୍ଥିତ ଅଟଳ ଯୁବ ବାହିନୀ ର ସଦସ୍ୟ ମାନଙ୍କୁ ଦେଶ ମାତୃକା ର ସେବା କରିବା ପାଇଁ ଆଗେଇ ଆସିବା ସହ ନିଜ ନିଜ ଅଞ୍ଚଳର ଲୋକଙ୍କ ସେବାରେ ନିଜକୁ ସମର୍ପିତ କରିବାକୁ ମତପୋଷଣ କରିଥିଲେ।ସଭା ପ୍ରାରମ୍ଭ ପୂର୍ବରୁ ବିଭିନ୍ନ ଗ୍ରାମରୁ ଆସିଥିବା ସଦସ୍ୟ ମାନେ ଏକ ରାଲିରେ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚି ଥିଲେ।ଯୁବ ସେବକ ଶିବିର ରେ ଯୋଗଦାନ କରିଥିଲା ସଦସ୍ୟ ମାନଙ୍କୁ କସରତ ର ଶିକ୍ଷା ପ୍ରଦାନ ସହ ଯୋଗ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯାବ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories