Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବ୍ଲକ ଅଧକ୍ଷଙ୍କ ଆସୁ ଆରୋଗ୍ୟ କାମନା କରି ବାବା ମୁକ୍ତେଶ୍ଵର ମନ୍ଧିରରେ 108 ଦୀପଦାନ

ବେଳଗୁଣ୍ଠା ,09/08, ବେଳଗୁଣ୍ଠା ବ୍ଳକ ଅଧିନ ମଙ୍ଗଳପୁର ଗ୍ରାମ ବାବା ମୁକ୍ତେଶ୍ଵର ମନ୍ଦିର ରେ ବେଲଗୁଣ୍ଠା ପଞ୍ଚାୟତ ସମିତିର ପ୍ରିୟ ଅଧକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ଆସୁଆରୋଗ୍ୟ କlମନlକରି ସ୍ୱାମୀବିବେକାନନ୍ଦ ଶିକ୍ଷାକେନ୍ଦ୍ର ସଭାପତି ମାଧବ ଚନ୍ଦ୍ର ଆପଟଙ୍କ ନେତୃତ୍ୱରେ 108 ଦୀପଦାନ ଓ ମହାମୃତ୍ୟୁଞ୍ଜୟମନ୍ତ୍ର ପାଠ କରାଯାଇଥିଲା । ସେ ଆମ ଅଂଚଳର ବିକାଶ ପାଇଁ ନିଜକୁ ସମର୍ପିତକରି ସବୁବେଳେ କାଯ୍ୟ କରୁଥିଲେ ସେହିପରି ପରୋପକାରୀ ଓ ଦୃଢମନାବ୍ୟତିତ୍ୱ ଙ୍କୁ ପ୍ରଭୁ ଜଗନ୍ନାଥ ଆଶ୍ରିବାଦ କରି ତାଙ୍କୁ ତୁରନ୍ତ ଆରୋଗ୍ୟ କରାଇବlକୁ ଠାକୁରଙ୍କ ଠାରେ ସମୂହ ପ୍ରାଥନା କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଜୋତିରଞ୍ଜନ ନାୟକ,ଭଗବାନ ଖଟେଇ,ସୁଧୀର ଆପଟ,ରାକେଶ ନାୟକ,ବୁଲୁ ପୋଲାଇ,ଶିବ ବାରିକ,ମନୋଜ ଡ଼ାକୁଆ, ରଞ୍ଜନ ସାହୁ,ସୁଶାନ୍ତ ଆପଟ,ସିଧେଶ୍ୱର ଆପଟ,ପ୍ରଦୀପ ବିଶୋଇ,ହୃଷୀକେଶ ବିଡ଼ି,ସୁନୀଲ ବଢ଼େଇ ,ସୀମାଞ୍ଚଳ ବାରିକ ଙ୍କ ସହ ଶତାଧିକ ପ୍ରଶାନ୍ତ ଭାଇଙ୍କୁ ଭଲପାଉଥିବା ଲୋକ ଉପସ୍ଥିତ ଥିଲେ ।