Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଏସ୍ଏଫ୍ ଙ୍କ ତରଫରୁ ହର୍ ଘର୍ ତିରଙ୍ଗା ଅଭିଯାନ

ଲକ୍ଷ୍ମୀପୁର ବି ଏସ୍ ଏଫ୍ ହେଡ୍ କ୍ୱାଟରର ୧୫୫ ବାଟାଲିୟନ ତରଫରୁ ଆଜି ଆଜାଦିକା ଅମୃତ୍ ମହୋତ୍ସବ ଅବସରରେ ହର୍ ଘର୍ ତିରଙ୍ଗା ଅଭିଯାନ ଆରମ୍ଭ କର ଯାଇଛି।ଏହାକୁ ନେଇ ବିଏସଏଫ ଯବାନ ମାନେ ହାତରେ ତିରଙ୍ଗା ପତାକା ଧରି ଏକ ବାଇକ୍ ରାଲିରେ ବାହାରି ଲକ୍ଷ୍ମୀପୁର ବଜାର ମଝିରେ ଥିବା ଆମ୍ବେଦକରଙ୍କ ପ୍ରତିମୃତ୍ତି ଚାରି କଡ଼ରେ ତ୍ରିରଙ୍ଗା ପତାକା ଲଗାଇଥିଲେ।ବିଏସଏଫର କମାଡାଣ୍ଟ ଇନଞ୍ଚାର୍ଜ୍ ମହେନ୍ଦ୍ର ସିଂ ବୀଷ୍ଟ ଓ ଡେପୁଟି କମାଡ଼ାଣ୍ଟ ରାଜେନ୍ଦ୍ର କୁମାରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ଯ କ୍ରମ ଅନୁଷ୍ଠିତ ହୋଇ ଥିବା ବେଳେ ଏଥିରେ ଯବାନ ମାନଙ୍କ ସହିତ ବହୁ ଲୋକ ସାମିଲ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ