Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜାଦି କି ଅମ୍ରିତଉତ୍ସହବ ଉପଲକ୍ଷେ… ବିଏସ୍ଏଫ୍  ତରଫରୁ ସ୍ୱଛତା କାର୍ଯ୍ୟକ୍ରମ…

ଲକ୍ଷ୍ମୀପୁର 14।08 ..ଆସନ୍ତା କାଲି ଦେଶ 77ତମ ସ୍ୱାଧିନତା ଦିବସ ପାଳନ କରିବ, ସ୍ୱାଧୀନତା ଦିବସ କୁ ଦୃଷ୍ଟି ରେ ରଖି ଦେଶ ଆଜାଦି କି ଅମୃତମହୋତ୍ସବ ପାଳନ କରୁଥିବା ବେଳେ ଲକ୍ଷ୍ମୀପୁର ବି ଏସ୍ ଏଫ୍ ହେଡ୍ କ୍ୱାଟର ର ୧୫୫ ବାଟାଲିୟନ ତରଫରୁ  ସ୍ଥାନୀୟ ମହାବିଦ୍ୟାଳୟ ରେ ସ୍ୱଛତା କାର୍ଯ୍ୟକ୍ରମ କରାଯାଇଛି । ଏହାକୁ ନେଇ ବିଏସଏଫ ଯବାନ ମାନେ ହାତରେ ତିରଙ୍ଗା ପତାକା ଧରି  ଘର ଘର ତ୍ରିରଙ୍ଗା ର ନାରା ଦେବା ସହ ଛାତ୍ର ଛାତ୍ରୀ ଙ୍କ ସହ ମିଶି କଲେଜ ପରିସର କୁ ସଫା କରିଥିଲେ…କାର୍ଯ୍ୟକ୍ରମ ରେ ବିଏସଏଫର କମାଡାଣ୍ଟ ଇନଞ୍ଚାର୍ଜ୍ ମହେନ୍ଦ୍ର ସିଂ ବୀଷ୍ଟ ଓ ଡେପୁଟି କମାଡ଼ାଣ୍ଟ ରାଜେନ୍ଦ୍ର କୁମାରଙ୍କ  ସହ କଲେଜ ର ଅଧ୍ୟକ୍ଷ ଗିରିଜା ଚୌଧୁରୀ, ଅଧ୍ୟାପକ ଅଧ୍ୟାପିକା ଓ ପାଞ୍ଚ ସହ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ…

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ