Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂରସ୍କୃତ ହେଲେ ଜିଆରଏସ ସାରଥୀ ରାଜୁ

ନାରାୟଣପାଟଣା.୧୬।୦୮।୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଗାରିଡି ଗ୍ରାମ ପଞ୍ଚାୟତର ଗ୍ରାମ ରୋଜଗାର ସେବକ ସାରଥୀ ରାଜୁ।ନିଜ କର୍ତ୍ତବ୍ୟ ନିଷ୍ଠାର ସହ ପାଳନ କରି ଆସୁଥିବାରୁ ବେଷ୍ଟ ଜିଆରଏସ ଭାବେ ପୂରସ୍କୃତ ହୋଇ ହୋଇଛନ୍ତି।ତାଙ୍କୁ ଜିଲ୍ଲାରେ ୭୭ ସ୍ବାଧିନତା ଦିବସ ପାଳନ ଅବସରରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସିଂ ମାନପତ୍ର ଦେଇ ପୂରସ୍କୃତ କରି ଛନ୍ତି।
ପୁରସ୍କୃତ ସମୟରେ କୋରାପୁଟ ଜିଲ୍ଲାପାଳ ମହମ୍ମଦ ଆବଦୁଲ ଅଖତର,କୋରାପୁଟ ବିଧାୟକ ରଘୁରାମ ପଡ଼ାଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା, ପ୍ରମୁଖ ଉପସ୍ଥିତ ଥିଲେ I ସାରଥୀ ରାଜୁ ସମ୍ନାନିତ ହେଇଥିବାରୁ ବନ୍ଧୁଗାଁ ବ୍ଲକ ବାସି ହାର୍ଦ୍ଧିକ ଅଭିନନ୍ଦନ ସହ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।ସିଏ ଅଞ୍ଚଳରେ ଭଲ
ଜିଆରଏସ ସହ ଭଲ ଗାୟକ ଓ ଭଲ ଲେଖକ ଭାବେ ବେଶ୍ ଜଣ ଶୁଣା ଅଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ