Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁଥ୍ କମିଟିକୁ ଗୁରୁମନ୍ତ୍ର ଦେଲେ ଜିଲା ସଭାପତି

ସେମିଳିଗୁଡ଼ା ବ୍ଳକ ବିଜୁ ଜନତା ଦଳ ପକ୍ଷରୁ ଜୋନ୍ ସ୍ତରୀୟ ବୁଥ କମିଟି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ
କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଳକ ବିଜୁ ଜନତା ଦଳ ଜୋନ୍ ସ୍ତରୀୟ କମିଟି ବୈଠକ କଲ୍ୟାଣ ମଣ୍ଡପ ମାଉସୀମା ମନ୍ଦିର ହୋଲ ଠାରେ ବୁଥ କମିଟି ବୈଠକ ନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ରାଜ୍ୟ ଜେଣ୍ଡେରାଲ୍ ସେକ୍ରେଟେରୀ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଓ ସନମ୍ମନିୟ ଅତିଥି ଭାବେ କୋରାପୁଟ ପୂର୍ବତନ ସାଂସଦ ତଥା ଜିଲ୍ଲା ନୂତନ ବିଜେଡି ସଭାପତି ଜୀନୋ ହିକକା,ତାଙ୍କ ସହଧର୍ମିଣୀ କସୁଲିଆ ହିକକା, ସାସଂଦ ପାର୍ଥୀନୀ,ଓ ଏଥିରେ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀର ବିଧାୟକ ପିତମ ପାଡ଼ିଙ୍କ, ଅଧ୍ୟକ୍ଷକଥାରେ ଆୟୋଜିତ ଓ ସେମିଳିଗୁଡ଼ା ବ୍ଳକ ସଭାପତି ରାମ ଅଟାବାରିଆ ଙ୍କ ଉପସ୍ଥିତିରେ , ପଟାଙ୍ଗୀ ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗି ,ପଟାଙ୍ଗୀ ନିର୍ବାଚନ ଅବଜରବର ବାଲାରାଏ, ଉପସ୍ଥିତ ଥିଲେ ,ଆଜିର ମୂଖ୍ୟ ଉଦେଶ୍ୟ ଓ ଅଭିଭାଷଣ ରଖିଥିଲେ ସେମିଲିଗୁଡା ବ୍ଲକ ଦୁଇଟି ଜିଲ୍ଲାପରିଷଦ ଜୋନ ରହିଥିବେଳେ ପ୍ରତ୍ୟକ ବୁଥ୍ରରେ ୧୩ ଜଣଙ୍କୁ ବୁଥ କମିଟିରେ ସାମିଲ କରିବା ସହିତ ଆଗାମୀ ୨୦୨୪ ନିର୍ବାଚନ ରେ କମିଟି ପକ୍ଷରୁ ପ୍ରତେକ ବୁଥରେ ଯାଇ ଲୋକଙ୍କ ସମସ୍ୟା ବିଷୟରେ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶଙ୍ଖ ଚିହ୍ନ ବିଷୟରେ ବୁଝାଇବା ସହିତ ପୂନର୍ବାର ସାଡେ ଚାରି କୋଟି ଓଡ଼ିଆଙ୍କର ନବୀନ ପଟ୍ଟନାୟକଙ୍କୁ ଆଉଥରେ ମୁଖ୍ୟ ମନ୍ତ୍ରୀ ହେବାର ଦରକାର ବୋଲି କହିଥିଲେ , ୧ ନମ୍ବର ଜୋନର କଡିନେଟ୍ରେର ଗୋପାଳ ବେବରତା ସଭାପତି କରିଥିଲେ , ୨ ନମ୍ବର କଡିନେଟ୍ର ମୁନା ଧନପତି , ରହିଛନ୍ତି, ଏଥିରେ ଅନ୍ୟ ତମ ଅତିଥିଭାବେ ଲୋଚନ ଖରା, ଜିଲ୍ଲା ପରିଷଦ ସଭ୍ୟ, ବରିଷ୍ଠ ବିଜୁ ଜନତା ଦଳର ଜଗନ୍ନାଥ ପାଙ୍ଗି, ବରିଷ୍ଟ ନେତା ଗଣ ସାମ ନାୟକ , ସେମିଳିଗୁଡ଼ା ବ୍ଳକ ପୂର୍ବତନ ଉପାଧ୍ୟକ୍ଷ ଅନନ୍ତ ରାମ ମାଟାମ୍ , ସେମିଳିଗୁଡ଼ା ବ୍ଳକ ଜୁନ୍ ୧ର ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସାମ ହନ୍ତାଳ , ଓ ସମସ୍ତ ବିଜୁ ଜନତା ଦଳର ବିଜୁ ପ୍ରେମୀ ଦଳର ନିର୍ବାଚିତ ସରପଞ୍ଚ ,ସମିତି ସଭ୍ୟ ସଭ୍ୟା ସମସ୍ତ ପଞ୍ଚାୟତ ସଭାପତି ଓ ବୁଥ କମିଟିର ସଦରସ୍ୟ ଉପସ୍ଥିତ ରହିଥିଲେ ଏଥରେ ବିଜୁନତା ଦଳ ଆଗାମୀଦିନରେ ପଟାଙ୍ଗି ନିର୍ବାଚନ ମଣ୍ଡଳୀରେ ଅଧିକଭୋଟରେ ବିଜୁ ଜନତା ଦଳର ବିଧାୟକ ନିର୍ବାଚିତ ହେବେ ସମସ୍ତେ ଡରକୁ ଡର ଯାଇ ଲୋକଙ୍କୁ ବୁଝାଇ ଭୋଟ ଆଣିବାକୁ ପଡିବ ବୋଲି ଜିଲା ସଭାପତି ଶ୍ରୀ ହିକକା ସମସ୍ତଙ୍କୁ ଗୁରୁମନ୍ତର ଦେଇଥିଲେ ସଭାରେ ସେମିଲିଗୁଡା ବ୍ଲକର ବିଜୁ ପ୍ରେମୀମାନେ ପ୍ରାୟ 500 ଉର୍ଦ୍ଧ ଉପସ୍ଥିତ ଥିଲେ
ସେମିଲିଗୁଡା ରୁ ରାଜେନ୍ଦ୍ର ଧଡକା ଙ୍କ ରିପୋର୍ଟ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ