Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହୀରାକୁଦ ଜଳଭଣ୍ଡାର- ୨୨ଗେଟ୍‌ ଦେଇ ଜଳ ନିଷ୍କାସନ

ସମ୍ବଲପୁର-୧୬/୦୯
*-ହୀରାକୁଦ ଡ୍ୟାମ୍‌ର ୨୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ*
*-ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୨୭.୮୭ ଫୁଟ*
*-ହୀରାକୁଦକୁ ପ୍ରବେଶ କରୁଛି ୪,୦୨,୩୨୬ କ୍ୟୁସେକ ଜଳ*
*-ହୀରାକୁଦରୁ ୩,୮୯,୬୨୧ ଫୁଟ କ୍ୟୁସେକ ଜଳ ନିଷ୍କାସିତ*