Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ୍ଧୁଗାଁ ବିଡ଼ିଓ ଙ୍କୁ ସରପଞ୍ଚ ସଂଘ ତରଫରୁ ୧୫ ଦଫା ଦାବି ପତ୍ର ପ୍ରଦାନ

ନାରାୟଣ ପାଟଣା ୨୬/୯/୨୩ ବିଭିନ୍ନ ପ୍ରକାର ଦାବି ନେଇ ଏବେ ସାରା ରାଜ୍ୟରେ ଏକ ଆନ୍ଦୋଳନର ପରବ ଦେଖା ଦେଇଛି।ଫଳରେ ସାରା ରାଜ୍ୟରେ ନାହିଁ ନଥିବା ସମସ୍ୟା ଉପୁଜିଛି।କିଛି ଦିନ ତଳେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ପରେ ଏବେ ବାହାରିଲା ସରପଞ୍ଚ ସଙ୍ଘ।ଏଇ କ୍ଷେତ୍ରରେ ଆଜି ବନ୍ଧୁଗାଁ ବ୍ଲକ ସରପଞ୍ଚ ସଂଘ ତରଫରୁ ଅବିନାଶ ବିଶ୍ୱଜିତ ସେଠୀଙ୍କୁ ୧୫ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଦୀର୍ଘ ଦିନ ହେଲାଣି ସେମାନଙ୍କ ଦାବି ଉପରେ ରାଜ୍ୟ ସରକାର ଧ୍ୟାନ ଦେଉ ନାହାନ୍ତି।ଦରକାର୍ ପଡ଼ିଲେ
ପ୍ରତ୍ୟେକ ପଞ୍ଚାୟତରେ ଚାଲି ଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପୁରା ଠପ୍ କରିଦିଆଯିବ ବୋଲି ସଂଘ ଧମକ ଦେଇଛି।ଏହି ଦାବି ପତ୍ର ପ୍ରଦାନ ସମୟରେ
ସଭାପତି ଭାସ୍କର ୱାଟେକା ସମ୍ପାଦକ ରୁଦ୍ର ଜାକାକା ଓ କୋଷାଧକ୍ଷ ୱାଟାକା ଜଗାନାଙ୍କ ସମେତ ସମସ୍ତ ପଂଚାୟତର ସରପଞ୍ଚ ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ