Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଣ୍ଢା ରେ କାହ୍ନା ଇଭି ନାମରେ ଡି ଇଲେକ୍ଟ୍ରଡି ବାଇକ୍ ସୋରୁମ ଉଦଘାଟିତ

ଗୋପାଳପୁର,୨୭/୦୯ ରଣ୍ଢା ବଜାରରେ ଆଜି ନୂତନ ଭାବେ ଡି ଇଲେକ୍ଟ୍ରଡି ବାଇକ୍ ସୋ ରୁମ ଉଦଘାଟିତ ହୋଇଯାଇଛି। ଓଡିଆ ଚଳଚ୍ଚିତ୍ର ଜଗତର ଅଭିନେତ୍ରୀ ତମନ୍ନା ସମେତ ହାସ୍ୟ ଅଭିନେତା ବ୍ଳାକ ରବି ଅତିଥି ଭାବେ ଯୋଗ ଦେଇ ସୋରୁମ ର ଉଦଘାଟନ କରିଥିଲେ।ବାୟୁ ପ୍ରଦ୍ଯୁଷଣ ରୋକିବା ପାଇଁ ସରକାରୀ ସ୍ତରରେ ଲୋକମାନଙ୍କୁ ଇ-ବାଇକ୍ ଚାଳନା ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ରଣ୍ଢା ମେଇନ୍ ରୋଡ ଠାରେ କାହ୍ନା ଇଭି ନାମରେ ଡି ଇଲେକ୍ଟ୍ରଡି ବାଇକ୍ ସୋରୁମର ଶୁଭାରମ୍ଭ କରାଯାଇଛି।,ବଜ଼ାରରେ ପେଟ୍ରୋଲ ଦରମହଙ୍ଗା ହୋଇଥିବାରୁ ବ୍ୟାଟେରୀ ଚାଳିତ ଗାଡିକୁ ନେଇ ସାଧରଣରେ ଉକ୍ତଣ୍ଠା ପ୍ରକାଶ ପାଉଥିବା ବେଳେ ଏହି କମ୍ପାନୀର ଗାଡି ଏବେ ସୁଲଭ ମୂଲ୍ୟରେ ଗ୍ରାହକକୁ ଯୋଗାଈଦେବେ ବୋଲି କହିଛନ୍ତି ସୋରୁମ ମାଲିକ ବିଜୟ ସାହୁ ଓ,ସଞ୍ଜୟ ସାହୁ ପ୍ରମୁଖ ସୂଚନା ଦେଇଛନ୍ତି।।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories