Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଢିଲା ଓଜେଇଇ ଆବେଦନର ସମୟ ସୀମା

ଭୁବନେଶ୍ବର: ବଢିଲା ଓଜେଇଇ ଅନ୍‌ଲାଇନ୍‌ ଆବେଦନର ସମୟ ସୀମା। ପୂର୍ବରୁ ଓଜେଇଇ ବା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷାର ଅନ୍‌ଲାଇନ ଆବେଦନ ପାଇଁ ମାର୍ଚ୍ଚ ୨୦ ତାରିଖକୁ ଧାର୍ଯ୍ୟ କରାଯାଇଥିଲା। ପରେ ଏହାକୁ ଘୁଞ୍ଚାଇ ମାର୍ଚ୍ଚ ୩୧ କରାଯାଇଛି।

ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟାକୁ ବୃଦ୍ଧି କରାଯାଇଛି। ମାର୍ଚ୍ଚ ୩୧ ଦିନ ୧୧ଟା ଯାଏ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ଫର୍ମ ପୂରଣ କରିପାରିବେ। ଏ ସମ୍ପର୍କିତ ସବିଶେଷ ତଥ୍ୟ ଓଜେଇଇ ୱେବ୍‌ସାଇଟ୍‌ରୁ ପାଇପାରିବେ। ଏହାସହିତ ଏପ୍ରିଲ ୧ ଓ ୨ ତାରିଖ ଆବେଦନକାରୀଙ୍କୁ ଅନ୍‌ଲାଇନ୍‌ ଫି ପ୍ରଦାନ କରିପାରିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ