Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୃନ୍ଦାବହଲ ଛକ ନିକଟରେ ହାଇୱା ଧକାରେ ଦୁର୍ଘଟଣା,ଜଣେ ମୃତ ଜଣେ ଗୁରୁତ୍ୱର

କଳାହାଣ୍ଡି, ୧୪/୧୦ (ଜଗନ୍ନଥ୍ ନାଏକ) : BIG BREAKING ଆଜି ସକାଳୁ ସକାଳୁ ଏକ ଅଭାବନୀୟଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ବୃନ୍ଦାବାହାଲ ଛକ ନିକଟ ରେ ସ୍କୁଟି କୁ ଟ୍ରକ୍ ଧକା ଦେବା ଫଳରେ ଘଟଣା ସ୍ଥଳରେ ଜଣ କର ମୃତ୍ୟୁ ଘଟି ଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି l ମୃତକ ହେଉଛନ୍ତି ଜୟପାଟଣା ଥାନା ଟେମରା ଗାଁ ର ମିନାକ୍ଷୀ ନାଏକ 17ଓ ଗୁରୁତର ହେଉଛନ୍ତି ଖେମ୍ ରାଜ ନାଏକ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଭବାନୀପାଟଣା ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି l ଦୁର୍ଘଟଣା ଘଟାଇ ଥିବା ଟ୍ରକ୍ ଟି ଘଟଣା ସ୍ଥଳ ରୁ ଚଂପଟ ମାରୀ ଥିବା ବେଳେ ଗୋଲାମୁଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ