Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାଳ ରେ ବୁଡି ଜଣେ ଛାତ୍ର ନିଖୋଜ ଘଟଣା, ମୃତ ଦେହ ଉଦ୍ଧାର

ଭବାନୀପାଟଣା, ୧୭/୧୦ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ର ଗୁଡ଼ିଆଳି ପଦର ନିକଟରେ ଥିବା ନାଳ କୁ ବୁଲିବାକୁ ଆସି ଥିବା ବେଳେ ଗୁଡ଼ିଆଲି ପଦର ନାଳ ପାଣିରେ ବୁଡି ଜଣେ ନିଖୋଜ ହୋଇଥିବା ଛାତ୍ର ର ମୃତଦେହ ଉଦ୍ଧାର କରାଯାଇଛି । ଭବାନୀପାଟଣା ନକଟିକୁଡ଼ା ସ୍ଥିତ ପ୍ରିୟ ରଞ୍ଜନ ପାଣିଗ୍ରାହୀଙ୍କ ପୁଅ ପ୍ରୀତିସ ପାଣିଗ୍ରାହୀ ବୋଲି ପୋଲିସ ସୁଚନା ଦେଇଛି, ନର୍ଲା ଅଗ୍ନିଶମ ଏବଂ ଭବାନୀପାଟଣା ଅଗ୍ନିଶମ ବିଭାଗ ଦ୍ୱାରା ଖୋଜାଖୋଜି କରି ଆଜି ତାର ମୃତ ଦେହ ସେହି ନାଳ ରୁ ହିଁ ଉଦ୍ଧର କରାଯାଇଥିବା  ସୁଚନା ମିଳିଛି । ମୃତ ଛାତ୍ର ର ଶବ ବ୍ୟବଛେଦ ପାଇଁ ଭବାନୀପାଟଣା ଜିଲ୍ଲା ମୁଖ୍ୟ
ଡାକ୍ତର ଖାନାକୁ ପଠାଯାଇଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories