Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦଶହରା ହେଲା କାଳ

କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଳକ ଅନ୍ତର୍ଗତ ପଟାଙ୍ଗୀ ଥାନା ଅଧିନରେ ରହିଥିବା ସେମିଳିଗୁଡ଼ା ବ୍ଳକ ଅନ୍ତର୍ଗତ ହାଟଗୁଡା ପଞ୍ଚାୟତ ଟେମା ଗ୍ରାମର ଗୋବର୍ଦ୍ଧନ ପାଣ୍ଡକା କୁନ୍ଦୁଲି ହାଟପଦା ସୂଚନା ମୁତାବକ ଦଶହରା ସକାଳେ ଯାଇଥିବା ବେଳେ ପିତା ଯୋଗୁଲୁ ରୁଡ଼ିଙ୍କ ପୁଅ ରାଜକୁମାର ରୁଡ଼ି ସୋଇତ କୋଣସି ବିଷୟକୁ ନେଇ ଝଗଡା ହୋଇଥିଲା ଟେମା ଗ୍ରାମର ଗବର୍ଦ୍ଧନ ପାଣ୍ଡୁକା, ଉତ୍ପତ ହୋଇ ନିଜଦୋକାନକୁ ଯାଇ ଏକ ବର୍ଚ୍ଚା ଆଣି ରାଜକୁମାରଙ୍କୁ ଆକ୍ରମଣ କରିଥିବା ପରବାର ସୂଚନା ଦେଇଛନ୍ତି ଫଳରେ ରାଜକୁମାର ଗୋବର୍ଦ୍ଧନ ପାଣ୍ଡାକାଙ୍କୁ ଜୀବନରେ ମାରିଦେଇଥିଲେ ଏହାପରେ ଟେମା ଗ୍ରାମର ଗୋବର୍ଦ୍ଧନ ପାଣ୍ଡକା ଙ୍କ ପରିବାର ବର୍ଗ ମିଶି ରାଜକୁମାର ରୁଡ଼ି ଙ୍କ ଘର ନିକଟରେ ଆସି ରାଜକୁମା ଙ୍କୁ ଘରରୁ ଟାଣିଆଣୀ ସଙ୍ଗବଦ୍ଧ ଭାବରେ ହତ୍ୟା କରିବା ସହିତ ପରିବାରଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଅଛନ୍ତି ବୋଲି ସୂଚନା ଘଟଣା ସ୍ଥଳରେ ପ୍ରଥମେ ପଟାଙ୍ଗି ପୋଲିସ ଓ ସେମିଳିଗୁଡ଼ା,ଦାମନଯୋଡ଼ି,ସୁନାବେଡ଼ା , ସୁଙ୍କି ପୋଲିସ ପହଞ୍ଚି ତଦନ୍ତ ଆରାମ୍ଭ କରିଛନ୍ତି ଏବଂ ସମସ୍ତ ପୁଲିସ ଉପସ୍ଥିତ ଅଛନ୍ତି , ଏ ସ୍ ପି , ଅଭିନବ ଶଙ୍କାର ସୂଚନା ଦେଇଛନ୍ତି ଯେ କାହିଁକି ଉକ୍ତ ଘଟଣା ଘଟିଛି ଜଣା ପଡିନଥିବା ବେଳେ ପୋଲିସ ଘଟଣା ସ୍ଥଳରେ ରହି ପୂରା ତନାଗନା କରୁଛି ତଦନ୍ତ ପରେ ଜଣାପଡିବ ପରେ ଦସିଙ୍କୁ ଆରେଷ୍ଟ୍ କରିବା ହେବ। ବାଇଟ୍ ଏ ସ୍ ପି ଓ ମୃତ୍ୟୁ ରାଜକୁମାର ଙ୍କ ଭୁଉଣି ବାଇଟ୍ ଓ ପଡିଶାଙ୍କ ବାଇଟ୍
କୋରାପୁଟ ରୁ ରାଜେନ୍ଦ୍ର ଧଡକା ଙ୍କ ରିପୋର୍ଟ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ