Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୋନାଲ ଲେବଲ କଳା ଉତ୍ସବ ଓ ବାଦ୍ୟ ପ୍ରତିଯୋଗିତା ପାଇଁ ଲକ୍ଷ୍ମୀପୂର ର କଲେଜ ର ଛାତ୍ର ମନୋନୀତ…

ଲକ୍ଷ୍ମୀପୁର ୦୯.୧୧ ..ଲକ୍ଷ୍ମୀପୁର ମହାବିଦ୍ୟାଳୟର ଯୁକ୍ତ ଦୁଇ କଳା ବିଭାଗର ପ୍ରଥମ ବର୍ଷ ଛାତ୍ର କରନ୍ ସଗରିଆ କୋରାପୁଟ ଠାରେ ଅନୁଷ୍ଠିତ “ଜୋନାଲ ଲେବଲ କଳା ଉତ୍ସବ ଓ ବାଦ୍ୟ ପ୍ରତିଯୋଗିତା ୨୦୨୩” ରେ ଭାଗ ନେଇ ପାରମ୍ପରିକ ଲୋକ ସଂଗୀତ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଜିଲ୍ଲା ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଏବଂ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଶ୍ରୀ ଗିରିଜା କୁମାର ଚୌଧୁରୀ ଏବଂ ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଶୁଭେଚ୍ଛା ଜଣାଇବା ସହ ପରବର୍ତ୍ତୀ ପ୍ରତିଯୋଗିତାରେ ସଫଳ ପାଇଁ ଶୁଭକାମନା ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ