Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାମ୍ବାଦିକ ଦିବସରେ କଲମପୁର ସାମ୍ବାଦିକ ରୋଗୀଙ୍କୁ କଲେ ଫଳ ବଣ୍ଟନ

ଭବାନୀପାଟଣା, ୧୬/୧୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ସାମ୍ବାଦିକ ସଂଘ ଆଜି ଆନ୍ତର୍ଜାତୀୟ ପ୍ରେସ ଦିବସରେ ନିଆରା ଢଙ୍ଗରେ ପାଳନ କରିଛନ୍ତି, କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ସମସ୍ତ ରୋଗୀଙ୍କୁ ଭେଟି ଆଶୁ ଆରୋଗ୍ୟ କାମନା କରିବା ସହିତ ଫଳ ପ୍ରଦାନ କରିଥିଲେ, ଏଥିରେ ଡାକ୍ତର ଶିବାଶିଷ ସ୍ଵାଁଇଙ୍କ ସମେତ ସମସ୍ତ ବିଭାଗୀୟ କର୍ମଚାରୀ ଉପସ୍ଥିତ ଓ ସହଯୋଗ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର କୁମାର ନାଏକ, ମାଧବ ସୁନାନୀ, ସଂଘ ସଭାପତି ଗଣେଶ ରାମ ବାଗ, ଶରତ ସୁନାନୀ, ଭୋଜରାଜ ଛତ୍ରିଆ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories