Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡ୍ରନ ମାଧ୍ୟମରେ ଔଷଧ ରପ୍ତାନୀ

ଜରୁରୀ କାଳୀନ ପରିସ୍ଥିତିରେ ରୋଗୀଙ୍କ ନିକଟରେ ଔଷଧ ପହଞ୍ଚିବା ପାଇଁ ରାଜ୍ୟ ସରକାରଙ୍କ ଆଉଏକ ନୂତନ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ଡ୍ରନ ମାଧ୍ୟମରେ ଔଷଧ ପହଞ୍ଚାଇବା କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଗୁଡାରି ରେ ଶୁଭାରମ୍ଭ ହୋଇଛି। ପରୀକ୍ଷା ମୂଳକ ଭାବେ ଆଜି ଛୁଆ ମାନଙ୍କ ଭେକ୍ସିନ ଡ୍ରନ ମାଧ୍ୟମରେ ଆସିଥିଲା।ରାୟଗଡା ଠାରୁ ଗୁଡାରି ପହଞ୍ଚିବାପାଇଁ ମାତ୍ର ଚାଳିଶି ମିଣ୍ଟ ସମୟ ଲାଗୁଥିବା ଜଣାପଡିଛି। ଆଜିର ଏହି କାର୍ଯ୍ୟକ୍ରମରେ ଗୁଡାରି ମେଡିକାଲ ଅଫିସର
ଡ଼.ଅରୁପା ନନ୍ଦ ବେହେରା,ଡ଼ ନିହାର ରଞ୍ଜନ ସିଂ,
ଡ଼ ସିଦ୍ଧାର୍ଥ ଚନ୍ଦନ ଜେନାମଣି, ମେଡିକାଲ ଷ୍ଟାଫ ରଶ୍ମିତା ମହାକୁଡ଼, ଭାଗ୍ୟବତୀ ସାହୁ,ରାଜେଶ ପ୍ରସାଦ, ଏବଂ ମୁଖ୍ୟ ଅତିଥି ଭାବେ ଗୁଡାରି ପରିଷଦର ଅଧ୍ୟକ୍ଷା ସରମିତା ଶବର,ବ୍ଲକ ଅଧ୍ୟକ୍ଷାଲକ୍ଷ୍ମୀ ଶବର ଏବଂ ବିଜୁ ଜନତା ଦଳର ଜିଲା ସାଧାରଣ ସମ୍ପାଦକ ଏମ ପ୍ରସାଦ ରାଓ ପ୍ରମୁଖ ଉପସ୍ଥିତ ଥିଲେ।