Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆଜି କୋଲକାତା-ପଞ୍ଜାବ ଭିତରେ କଡା ଟକ୍କର

ଚଣ୍ଡିଗଡ: ଆରମ୍ଭ ହୋଇଛି ୨୦୨୩ ଆଇପିଏଲ୍‌ ମହାସମର। ଗତକାଲି ପ୍ରଥମ ମ୍ୟାଚ୍‌ ଖେଳାସରିଥିବା ବେଳେ ଆଜି ଦ୍ବିତୀୟ ମ୍ୟାଚ୍‌ ଅଛି। କାଲି ଚେନ୍ନାଇ ସୁପର୍‌କିଙ୍ଗସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ହୋଇଥିଲା କଡା ଟକ୍କର। ହେଲେ ସୁପର୍‌କିଙ୍ଗସକୁ ପରାସ୍ତ କରି ବିଜୟୀ ହୋଇଥିଲା ଗୁଜରାଟ ଟାଇଟନ୍ସ।

ଆଜି ୨ଟି ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗସ୍‌ ଓ କୋଲକାତା ନାଇଟ୍‌ ରାଇଡର୍ସ। ଦ୍ବିତୀୟ ମ୍ୟାଚ୍‌ ଖେଳିବେ ଲ‌କ୍ଷ୍ନୌ ସୁପର୍‌ ଜେଣ୍ଟସ୍‌ ଓ ଦିଲ୍ଲୀ କ୍ୟାପିଟାଲ୍‌ସ।

ପ୍ରଥମ ମ୍ୟାଚ୍‌ ପଞ୍ଜାବ କିଙ୍ଗସ ଓ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ୩.୩୦ ଆରମ୍ଭ ହେବ। ଦ୍ବିତୀୟ ମ୍ୟାଚ୍‌ ୭.୩୦ ଖେଳାଯିବ। ଉଭୟ ଦଳରେ ନୂଆ ଅଧିନାୟକ ଓ ନୂଆ କୋଚ୍‌ ରହିଛନ୍ତି।