Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦଶ ଫୁଟ ଲମ୍ବ ର ଅଜଗର ସାପ ଉଧାର

ଲକ୍ଷ୍ମୀପୁର୨୩/୧୧ କୋଡ଼ିଙ୍ଗା ମାଳି ଖଣି ଅଞ୍ଚଳକୁ ସଂଯୋଗ କରୁଥିବା ଘାଟି ରାସ୍ତାରେ ଆଜି ଏକ ଦଶ ଫୁଟ ଲମ୍ବ ର ଅଜଗର  ସାପ ଉଧାର କରାଯାଇଛି।ଖଣି ଖନନ ଅଂଚଳ କୁ କାମ କରିବାକୁ ଯାଉଥିବା କିଛି କର୍ମଚାରୀ ରାସ୍ତାରେ ଥିବା କଲଭର୍ଟ ତଳେ ଅଜଗର ସାପ ଥିବା ଦେଖି ବନ ବିଭାଗକୁ ଫୋନ୍ ମାଧ୍ୟମରେ ଜଣାଇ ଥିଲେ।ଖବର ପାଇ ବନ ବିଭାଗ କର୍ମଚାରୀ ଲକ୍ଷ୍ମୀପୁର ଅଞ୍ଚଳର ସାପ ଧରାଳି ଇଲାପୁ ଗଙ୍ଗେୟାଙ୍କ ସହ ସେଠାରେ ପହଞ୍ଚି ସାପଟିକୁ ଉଧାର କରିଥିଲେ। ସେଠାରୁ ଏକ ବୋଲେରୋ ଗାଡ଼ିରେ ଆଣି ନାରାୟଣପାଟଣା ରାସ୍ତା କଡ ଜଙ୍ଗଲରେ ଛଡ଼ାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ