ସମ୍ବଲପୁର(ଧମା):ଧମା ପଞ୍ଚାୟତର ଖିଣ୍ଡା ଗ୍ରାମ ଫୁଟବଲ ପଡିଆରେ ୨ ଦିନିଆଁ ଫୁଟବଲ୍ ଟୁର୍ନାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି। ମାଁ କୈଳାସୀ ଫୁଟବଲ୍ କ୍ଲବ୍ ପକ୍ଷରୁ ଆୟୋଜିତ ହେଉଥିବା ଉଦଘାଟନୀ ଉତ୍ସବରେ ଧମା ସରପଞ୍ଚ୍ ଲଲିତା ପ୍ରଧାନ ମୁଖ୍ୟଅତିଥି ଓ ଗୋବିନ୍ଦ ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ପୂଜାର୍ଚନା କରି ଟୁର୍ନାମେଣ୍ଟକୁ ଉଦଘାଟନ କରିଛନ୍ତି। ଏହାକୁ କ୍ଲବର ସମସ୍ତ କର୍ମକର୍ତ୍ତା ମିଳିତ ଭାବେ ରହି ଏହାକୁ ପରିଚାଳନା କରୁଛନ୍ତି।
୨ ଦିନିଆଁ ଫୁଟବଲ୍ ଟୁର୍ନାମେଣ୍ଟ ଉଦଘାଟିତ
