Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶା ସଡକ ପରିବହନ ମହାସଂଘର ନୂତନ କର୍ମକର୍ତ୍ତା

ସମ୍ବଲପୁର:ଆଜି ବିଜୁ ଶ୍ରମିକ ସାମୁଖ୍ୟ ଅନୁବନ୍ଧିତ ଓଡିଶା ସଡ଼କ ପରିବହନ ମହାସଂଘ ରାଜ୍ୟ କମିଟି ଗଠନ ହୋଇଛି।
ଏହି କାଯ୍ୟକ୍ରମରେ ରାଜ୍ୟ ସଭାପତି ସୁବାଷ ସିଂ, ଉପଦେଷ୍ଟା ରାଜ୍ୟ ସଭା ସାଂସଦ ସୁଜିତ କୁମାର ଯୋଗଦେଇ ନୂତନ କର୍ମକର୍ତ୍ତା ନିର୍ବାଚନ କରିଥିଲେ। କାର୍ଯ୍ୟକାରୀ ସଭାପତି ନବକିଶୋର ମହାନ୍ତି ସାଧାରଣ ସମ୍ପାଦକ ପଦ୍ମନାଭ ସାମଲ ଓ ଉପ ସଭାପତି ଭାବେ ସୁବାସ ଜେନା ମନୋନୀତ ହୋଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ