Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଖାରବେଲନଗର ଶାଖାର କର୍ମକର୍ତ୍ତା ନିର୍ବାଚନ

ଆଜି ରାୟଗଡ ସ୍ଥିତ ସୁରୁଦାଲାପଲାମା ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଖାରବେଳନଗର ଶାଖାର କର୍ମକର୍ତା ନିର୍ବାଚନ ହୋଇଥିଲା।ଶ୍ରୀ ବି,ନାଗରାଜୁ ସଭାପତି ,ଶ୍ରୀ ବାଳକୃଷ୍ଣ ରାଜୁ ସଂପାଦକ, ଉପ ସଭାପତି ଶ୍ରୀ ହେମନ୍ତ ମିଶ୍ର, ଶ୍ରୀମତୀ ଏ,ଅରୁଣା,ଶ୍ରୀମତୀ ସାଧନା ପ୍ରଧାନ, ସହ ସଂପାଦକ ଶ୍ରୀ ସୁରେନ୍ଦ୍ର ସାହୁ,ଶ୍ରୀ ନରସିଂହ ଶତପଥି ,ସଂଗଠନ ସଂପାଦକ ଶ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ ,ଶ୍ରୀ ସୁରେଶ ମିଶ୍ର,ଶ୍ରୀ ସଂଜୟ ଦାସ,ଶ୍ରୀ ଚିତ୍ତରଂଜନ ଚିନ୍ତାଡା, ଶ୍ରୀ ଅଭୟ କୁମାର ମହାନ୍ତି,ଶ୍ରୀ ତ୍ରୀପତି ଗଂଗା ସମୀକ୍ଷକ ଶ୍ରୀ ପେଦିନା ଶ୍ରୀ ନିବାସ ଶ୍ରୀ ଅଶ୍ବିନୀ ତ୍ରୀପାଠୀ ନିର୍ବାଚିତ ହୋଇଥିବାବେଳେ ମହିଳା ସେଲ ଅଧ୍ୟକ୍ଷା ଶ୍ରୀମତୀ ହେମଲତା ସାହୁ,ସଭ୍ଯା ବନ୍ଦୀତାବାଳା ପ୍ରଧାନ, ଭୋନା ସ୍ମିତା ,ସଂଘ ଉପଦେଷ୍ଟା ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡା, ଶ୍ରୀ ରାଧାରମଣ ପାଢୀ,ଶ୍ରୀ ନିତ୍ୟାନନ୍ଦ ପଟ୍ଟନାୟକ, ରାଧାଗୋବିନ୍ଦ ରଥ,ରାଧାକାନ୍ତ ପାଢୀ ନିର୍ବାଚିତ ହୋଇଥିବାବେଳେ
ରାଜ୍ୟସଂଘ ସଭ୍ଯ ଶ୍ରୀ ନିମୁଚରଣ ସୀରା ଏବଂ ନବରଙ୍ଗପୁର ଜିଲ୍ଲା ସଂଘ ସଭାପତି ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡା ନିର୍ବାଚନ ପରିଚାଳନା କରିଥିଲେ।ନିର୍ବାଚନ ସଭାରେ ରାଜ୍ଯସଂଘ ଉପଦେଷ୍ଟା ଶ୍ରୀ କାହ୍ନୁ ଚରଣ ମହାନ୍ତି, ରାଜ୍ଯସଂଘ ସମ୍ପାଦକ ଶ୍ରୀ ବବୃବାହନ ଭୋଇ, ଶ୍ରୀ ମହେଶ୍ଵର ସାହୁ (ସମ୍ବଲପୁର) ରାଜ୍ଯସଂଘ ଉପଦେଷ୍ଟା ଶ୍ରୀ ଗୌରାଙ୍ଗ ମଲ୍ଲିକ, ଶ୍ରୀ ଶିବରାମ ମହାଙ୍କୁଡ ,ଶ୍ରୀ ଦୀପକ କୁମାର ସାହୁ,ବାଳକୃଷ୍ଣ ସାହୁ,ନାରାୟଣ ବିଡିକା,କଣ୍ଡାଗରୀ ଚୌଧୁରୀ,ଶଙ୍କର ପଟ୍ଟନାୟକ, ନିତ୍ୟାନନ୍ଦ ପଟ୍ଟନାୟକ, ଜଳନ୍ଧର ସାମଲ, ମୂରଲୀଧର ବେହେରା,ଶ୍ରୀ ଜଗନ୍ନାଥ ପାଳ ଉପସ୍ଥିତ ଥିଲେ। ପୂର୍ବ ତନ ଜିଲ୍ଲା ସଂଘ ସଂପାଦକ ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ