Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଙ୍ଗୁଳା ସଅ ମିଲ ରେ ନିଆଁଲାଗି ଲକ୍ଷ୍ୟାଧିକ ମୂଲ୍ୟର ସମ୍ପତ୍ତି ନଷ୍ଟ

ଚିପିଲିମା,ଅନୁଗୁଳ ଜିଲ୍ଲା ସଦରଥାନା ବେନାତପୁର ସ୍ଥିତ କଙ୍ଗୁଳା ସ ମିଲ ରେ ଗତ ବୁଧବାର ରାତିରେ କୌଣସି କ୍ରମେ ନିଆଁ ଲାଗି ଲକ୍ଷ୍ୟାଧିକ ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି।ସମିଲ ମାଲିକ ଏସ କେ ସେଟଙ୍କ କହିବା ଅନୁଯାୟୀ କେହି ଦୁର୍ବୁର୍ତ୍ତ ନିଆଁ ଲଗେଇ ଦେଇଥିବା ସନ୍ଦେହ କରୁଛନ୍ତି।ଘଟଣା ସମ୍ପର୍କରେ ଅନଗୁଳ ଅଗ୍ନିଶମ ବାହିନୀ ଖବର ପାଇ ଆସି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି।ଏନେଇ ଘଟଣାର ତଦନ୍ତ ଚାଲିଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ