Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହନ୍ତ କୌଶଳ କିଶୋର ଦାସଙ୍କ ଇହଧାମ

ସମ୍ବଲପୁର:ଗୋପାଳଜୀ ମନ୍ଦିର ଧନୁପାଲିର ମହନ୍ତ ଶ୍ରୀ କୌଶଳ କିଶୋର ଦାସଙ୍କ ଆଜି ୮୯ ବର୍ଷ ବୟସରେ ଇହଧାମ ହୋଇ ଯାଇଛି।ଇହଧାମ ତ୍ୟାଗ ସମୟରେ ଗୋପାଳଜୀ ମନ୍ଦିର ବଡବଜାରର ମହନ୍ତ,ରାଣୀମଠ ମହନ୍ତ,ଓ ସବୁ ଗ୍ରାମର ତାଙ୍କ ଶିଷ୍ୟ ମାନେ ଉପସ୍ଥିତ ଥିଲେ ଓ ନାମ କିର୍ତ୍ତନ ସହ ଶଙ୍କର ମଠ ଭତରା ଠାରେ କ୍ରିୟାକର୍ମ କରାଯାଇଥିଲା।ନିତ୍ୟାନନ୍ଦ ଦାସ ଠାକୁର ବାଡି ମହନ୍ତ ଓ ପୁତ୍ର ମନମୋହନ ପାଦାଗ୍ନି ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ