Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆରୋଗ୍ୟ ଭାରତୀ ପଶ୍ଚିମ ପ୍ରାନ୍ତ କାର୍ଯ୍ୟକର୍ତ୍ତା ବୈଠକ

ସମ୍ବଲପୁର:ଆରୋଗ୍ୟ ଭାରତୀ ଓଡ଼ିଶା ପଶ୍ଚିମ ପ୍ରାନ୍ତ କାର୍ଯ୍ୟକର୍ତ୍ତା ବୈଠକ ୧୮ ତାରିଖ ନିକଟସ୍ଥ ପରଧିଆପାଲି ଠାରେ ଅନୁଷ୍ଠିତ ହୋଇ ଯାଇଛି l ଏହି ବୈଠକ ରେ ନୂଆ କାର୍ଯ୍ଯକର୍ତ୍ତା ଚୟନ କରି ସଂଗଠନ ବଢାଇବା ଉପରେ ବିଶେଷ ଗୁରୁତ୍ତ ଦିଆଯାଇଥିଲା ।ଏଥିରେ ଅଖିଳ ଭାରତୀୟ ଆରୋଗ୍ୟ ମିତ୍ର ପ୍ରଶିକ୍ଷିକ ମୁରଲୀ କୃଷ୍ଣଜୀ ଓ ପୁର୍ବକ୍ଷେତ୍ର ସଂଯୋଜକ କୋଲକୋତାର ବୁଦ୍ଧଦେବ ଯୋଗଦେଇ କାର୍ଯ୍ୟକର୍ତ୍ତା ମାନଙ୍କୁ ବିଭିନ୍ନ ବିଷୟରେ ବୁଝାଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ