Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱାସ୍ଥ୍ୟକର୍ମୀ ଦୁର୍ଯ୍ୟୋଧନ ପ୍ରଧାନଙ୍କ ପରଲୋକ

ସମ୍ବଲପୁର (ଡଙ୍ଗରପଡା):ପୂର୍ବତନ ସ୍ୱାସ୍ଥ୍ୟକର୍ମୀ ଦୂର୍ଯ୍ୟୋଧନ ପ୍ରଧାନଙ୍କ ୭୫ ବର୍ଷ ବୟସରେ ଗତକାଲି ନିଜ ବାସ ଭବନ ଡଙ୍ଗରପଡା ଗ୍ରାମରେ ଗତ କାଲି ରାତିରେ ପରଲୋକ ହୋଇଯାଇଛି। ସ୍ୱାସ୍ଥ୍ୟ କର୍ମୀ ଭାବରେ ତାଙ୍କ ନିଷ୍ଠାବାନ ଦାୟିତ୍ୱ ସହିତ ସମୟାନୁବର୍ତ୍ତିତା ଯୋଗୁଁ ମୃତ ପ୍ରଧାନ ସମସ୍ତଙ୍କ ପ୍ରିୟପାତ୍ର ଥିଲେ । ତାଙ୍କ ଦେହାନ୍ତ ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଲିଯାଇଛି।ଖବର ପାଇ ପଞ୍ଚାୟତର ସରପଞ୍ଚ୍ ଅୟସକାନ୍ତ ବଡପଣ୍ଡା,ସମାଜସେବୀ ଦିଲ୍ଲିପ କୁମାର ପଣ୍ଡା ପ୍ରମୂଖ ଶେଷ ଦର୍ଶନ କରି ଶୋକ ପ୍ରକାଶ କରିଛନ୍ତି। ଗାଁ ଶ୍ମଶାନରେ ଶେଷକୃତ୍ୟ ସଂପର୍ନ୍ନ ହେବାପରେ ତାଙ୍କ ପୁଅ ବିଜୟ ପ୍ରଧାନ ମୁଖାଗ୍ନି ଦେଇଥିଲେ ।ତାଙ୍କ ମୃତ୍ୟୁରେ ଆଖପାଖ ଗାଁରେ ଶୋକର ଛାୟା ଖେଳି ଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ