Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରୀ ଭାଷାଥି ସମ୍ବଲପୁରେ ହେବା ଧନୁ ଯାତରା

ସମ୍ବଲପୁର:ସମଲପୁର ସହରନ ପହେଲା ଥର ଲାଗି ଆୟୋଜନ୍ ହେବାର୍ କେ ଯାଉଛେ ସମଲପୁରୀ ଭାଷାଥି ଧନୁଯାତ୍ରା।ଇଥିର ଲାଗି ସଭଙ୍କ ସନମତିନ ସମ୍ବଲପୁରୀ ଧନୁଯାତ୍ରା, ସମ୍ବଲପୁରର କାର୍ଯ୍ୟକାରି କମିଟି ଗଠନ କରାଯାଇଛେ।ଇଥି ସଭାପତି ସଞ୍ଜୟ ବାବୁ,କାର୍ଯ୍ୟକାରୀ ସଭାପତି କମଲ ଲୋଚନ ପଣ୍ଡା,ଉପ ସଭାପତି ଜୟକୃଷ୍ଣ ବେହେରା ଓ ରାମଦାସ ପଣ୍ଡା,ସାଧାରଣ ସମ୍ପାଦକ ଗୁଣ ରଞ୍ଜନ ସାଲିମା,ସହ ସମ୍ପାଦକ କୃଷ୍ଣ ଚନ୍ଦ୍ର ବାଗ ଓ ଲିଳିମା ନାୟକ,କୋଷାଧ୍ଯକ୍ଷ ନିଶିକାନ୍ତ ବିଶ୍ୱାଳ ଓ ଚୈତନ୍ୟ ନାୟକ ମନୋନୀତ ହୋଇଛନ୍ତି।ଜିଲ୍ଲା ପ୍ରଶାସନ ସଂଗେ ଆଲୋଚନା କଲା ପରେ ଯାତ୍ରା ତାରିଖ ଘୋଷଣା ହେବା ବଲି କମିଟି କହିଛେ ।ସ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ