Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୀମସାରରେ ଜୟକିସନ ଫାଉଣ୍ଡେସନ ପକ୍ଷରୁ ବିଶୁଦ୍ଧ ପାନୀୟ ଜଳର ଶୁଭାରମ୍ଭ

ସମ୍ବଲପୁର:ବୁର୍ଲା ଭୀମସାର ଠାରେ ଦୂରଦୂରାନ୍ତରୁ ଆସୁଥିବା ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଜି ଜୟକିସନ ଫାଉଣ୍ଡେସନ “ଆର୍ଡନ ଦୋ ଜୋସ’ ତରଫରୁ ଏକ ବିଶୁଦ୍ଧ ପାନୀୟ ଜଳ(RO Water) ପ୍ରକଳ୍ପର ଉଦ୍ଘାଟନ କରାଯାଇଛି ! ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବିଜୁ ଜନତାଦଲର ରାଜ୍ୟ ମୁଖପାତ୍ର, ଓଡିଶା ସରକାରଙ୍କ କାଳିଆ କୃଷି କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା ତଥା ମା ସମଲେଇ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ଶ୍ରୀ ସଞ୍ଜୟ କୁମାର ବାବୁ,ଭୀମସାର ସୁପରିଟେଣ୍ଡନ ଶ୍ରୀ ଲାଲମୋହନ ନାୟକ,ଭୀମସାର ଡ଼ାଇରେକ୍ଟର ଶ୍ରୀ ବିମଲ ପଣ୍ଡା,ଡକ୍ଟର ଶ୍ରୀ ଅରବିନ୍ଦ ବେହେରା,ଆର୍ଡନ ଦୋ ଜୋସ ର ଚେୟାରମ୍ୟାନ ଶ୍ରୀମତୀ ଶିଲଶୀଳା ବେହେରା ଉପସ୍ଥିତ ହୋଇ ପୂଜାର୍ଚ୍ଚନା କରିଥିଲେ ଏହି ଅବସରରେ ବିଜେଡ଼ି ବରିଷ୍ଠ ନେତା ଆର.ଏ.ଶିବ. ଶିବକୁମାର,ବରିଷ୍ଠ ନେତା ସତ୍ୟେନ୍ଦ୍ର କୁମାର ଦାଶ,ବିଜୁ ସ୍ମୃତି କମିଟି ସମ୍ପାଦକ ଦୁଲାଳ ଚନ୍ଦ୍ର ରାୟ,ବରିଷ୍ଠ ନେତା ଅଶୋକ ମିଶ୍ର,ବରିଷ୍ଠ ନେତା ବିଶ୍ଵାମିତ୍ର ସାହୁ,ଯୁବନେତା ଉମାଶଙ୍କର ଅଗ୍ରୱାଲ,ସଂଜୀବ ଦ୍ଵାରୀ,ଦୀପକ ବେଦୀ,ପ୍ରମୁଖ ଶତାଧିକ ଲୋକେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ