Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷ ଦାୟିତ୍ୱ ନେଲେ ରାକ୍ଷୀ ମୁଣ୍ଡା

ସମ୍ବଲପୁର :ଖାଲି ଥିବା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷ ଦାୟିତ୍ୱରେ ଯୋଗ ଦେବାକୁ ଆଜି ଭୁତାପଡାର ରାକ୍ଷୀ ମୁଣ୍ଡା ନିଜର ନିଯୁକ୍ତି ପତ୍ର ଦେଖାଇ ଜିଲ୍ଲାପାଳ ଅନନ୍ୟା ଦାଶଙ୍କୁ ଆଜି ଭେଟିଛନ୍ତି।ଏସଟି ଆଣ୍ଡ ଏସସି ଡିପାରମେଣ୍ଟ ଏମ ଆଣ୍ଡ ବିସିଡବ୍ଲୁ ଡିପାର୍ଟମେଣ୍ଟ ଓଡିଶା ସରକାରଙ୍କ ପକ୍ଷରୁ ଶ୍ରୀମତୀ ମୁଣ୍ଡାଙ୍କୁ ଏହି ନିଯୁକ୍ତି ଚିଠି ସଂଖ୍ୟା ୨୬୧୧୩୬/ଏସଏସଡି ଭୁବନେଶ୍ବର ତା.୧୪ ।୧୨।୨୦୨୩ରେ ପ୍ରଦାନ କରା ଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ