Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜୁବାବୁଙ୍କ ପ୍ରତିମୂର୍ତ୍ତୀ ସଫେଇରେ ବିଜେଡି ସାମିଲ

ସମ୍ବଲପୁରବିଜୁ ଜନତାଦଳର ୨୬ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ସକାଳେ ରେମେଡ ଛକ ସ୍ଥିତ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଓ ପାରିପାର୍ଶ୍ବିକ ସ୍ଥାନକୁ ସକାଳେ ବିଜେଡ଼ି ମୁଖପାତ୍ର ତଥା କାଳିଆ କୃଷି କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା ସଞ୍ଜୟ କୁମାର ବାବୁଙ୍କ ନେତୃତ୍ୱରେ ସେମ୍ପୁ ଓ ସର୍ପ ପାଣିରେ ଧୋଇ ସଫା କରାଯାଇ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି। ଏହି ଅବସରରେ ବିଜେଡି ପୂର୍ବତନ ମହାନଗର ସଭାପତି ତଥା ଆଇନଜୀବୀ ପ୍ରଫୁଲ୍ଲ କୁମାର ଦାଶ, ବରିଷ୍ଠ ନେତା ସତ୍ୟେନ୍ଦ୍ର ଦାଶ, ବିଜୁ ସ୍ମୃତି କମିଟିର ସମ୍ପାଦକ ଦୁଲାଲ ଚନ୍ଦ୍ର ରାୟ, ବରିଷ୍ଠ ନେତା ଶେଷଦେଵ ଗୁରୁ, ଯୁବନେତା ସନ୍ଦୀପ ବରେଇ ଉପସ୍ଥିତ ଥିଲେ !!

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ