Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସର୍ବ ଭାରତୀୟ ଫୁଟବଲ୍ ମହାକୁମ୍ଭ ଉଦଘାଟିତ

ସମ୍ବଲପୁର (ଲଇଡା):ଆଜି ଲଇଡା ସ୍ଥିତ ଜଗନ୍ନାଥ ପଡିଆରେ ସର୍ବ ଭାରତୀୟ ଫୁଟବଲ୍ ମହାକୁମ୍ଭ ଟୁର୍ନାମେଣ୍ଟ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏହି ଅସରରେ ଆୟୋଜିତ ଉଦଘାଟନୀ ଉତ୍ସବରେ ପୁର୍ବତନ ବିଧାୟକ ରମେଶ ପଟୁଆ, ମହାକୁମ୍ଭ ଅବାହକ ଶୋଶିଷ ନାୟକ,ସାମ୍ବାଦିକ ହରିହର ନାଥ,ପୁର୍ବତନ ଫୁଟବଲ୍ ଖେଲାଲି ଗୋପବନ୍ଧୁ ପୃଷ୍ଟି, ସନ୍ତୋଷ ପାଣ୍ଡେ,ଚାଷୀ ନେତା ଦେବେନ୍ଦ୍ର କୁମାର ପ୍ରଧାନ,ସମାଜସେବୀ ସୂର୍ଯ୍ୟ ପାଣିଗ୍ରାହୀ ଓ ଡାକ୍ତର ରାଜାରାମ ଷଡଙ୍ଗୀ ଅତିଥି ଭାବେ ଯୋଗ ଦେଇଥିଲେ। ଆସନ୍ତା ୩୧ ତାରିଖରେ ଉଦଯାପନ ହେବାକୁ ଥିବା ୫ ଦିନିଆଁ ଫୁଟବଲ୍ ଟୁର୍ନାମେଣ୍ଟ ର ପଥମ ଖେଳ ଝାରଖଣ୍ଡ୍ ଏଫସି ଓ ଲଇଡା ରେଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ