ଏବିସିଡି ଚାରେଟିବଲ ଟ୍ରଷ୍ଟ ପକ୍ଷରୁ ପାଠ୍ୟ ସାମଗ୍ରୀ ବଣ୍ଟନ


ସମ୍ବଲପୁର(ହୀରାକୁଦ):ସୋମବାର ଦିନ ଆମ ଏବିସିଡ଼ି ଚାରିଟେବଳ ଟ୍ରଷ୍ଟ ଶାଖା ହୀରାକୁଦ ଠାରେ ରେଡ଼ିଓ ହୀରାକୁଦ ତରଫରୁ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ସାମଗ୍ରୀ ବଣ୍ଟନ କରାଗଲା ଏଥିରେ ଉପସ୍ଥିତ ରହିଥିଲେ ହୀରାକୁଦର ସମାଜ ସେବୀ କାର୍ତିକ କଲେତ ଉପସ୍ଥିତ ରହିଥିଲେ ତାହା ସହିତ ଟ୍ରଷ୍ଟର ସଭାପତି ରାଜେନ୍ଦ୍ରା ଶତନାମୀ ଟ୍ରଷ୍ଟ ସଦସ୍ୟ ଅଜୟ କୁମାର ସାହୁ, ମୁକେଶ ମେହେର, ପରକ୍ଷିତ ମେହେର ଓ ସୁନୀଲ ସାଗର ଉପସ୍ଥିତ ରହିଥିଲେ ତାହା ସହିତ ଚିତ୍ର ପ୍ରତିଯୋଗିତା କରାଯାଇଥିଲା l