Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହୀରାକୁଦ ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

ହୀରାକୁଦ ସରକାରୀ ଉଚ୍ଚ ବିଦ୍ୟାଳୟ ପୁରସ୍କାର ବିତରଣ ଉତ୍ସବ ଗତ ପାଂଚ ତାରିଖ ଅନୁଷ୍ଠିତ ହୋଇ ଯାଇଛି.ଏହି ଥୀରେ ଜିଲ୍ଲାର ଶିକ୍ଷା କ୍ରୀଡ଼ା ନିରୀକ୍ଷକ ଜଗବନ୍ଧୁ ବେହେରା ମୁଖ୍ୟ ଅତିଥି ଆର୍ତତ୍ରାଣ ମିଶ୍ର ମୁଖ୍ୟ ବକ୍ତା ଏଵଂ ସାନମାନୀୟ ଅତିଥି ଭାବେ ସୁରେନ୍ଦ୍ର ଚୋବେ, ଭୀମସେନ ବାରିକ, ଦୀନେଶ ସିଂହ ଯୋଗ ଦେଇ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରି ଥିଲେ. ସ୍କୁଲର କ୍ରୀଡା ପ୍ରଶିକ୍ଷକ ସୁପ୍ରଜିତ ସାହୁ ସକ୍ରିୟ ଭାବରେ ଖେଳ ପରିଚାଳନା କରି ଥିଲେ ଶିକ୍ଷୟତ୍ରୀ ସ୍ମିତା ପ୍ରଧାନ ଧନ୍ୟବାଦ ଅର୍ପଣ କରି ଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories