Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଉଲୁଣ୍ଡା ରେ କଂଗ୍ରେସ ଦଳର ସାଙ୍ଗଠନିକ ବୈଠକ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା କଲେଜ ପଡିଆ ଠାରେ ଆଜି କଂଗ୍ରେସ ଦଳ ର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଶେଷ କରି କଂଗ୍ରେସ ଦଳ କିଭଳି ସୁଦୃଢ ହେବ ଓ ବୁଥ ସ୍ତରରେ ମଜବୁତ ହେବ ସେ ଉପରେ ଆଲୋଚନା ହୋଇଥିଲା । ବୁଧବାର ବ୍ଳକ କଂଗ୍ରେସ ସଭାପତି ପ୍ରଭୁଦତ୍ତ ବସ୍ତିଆ ଙ୍କ ସଭାପତିତ୍ବରେ ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ ବିନୋଦ ପାତ୍ର , ଜିଲ୍ଲା ଉପସଭାପତି ପ୍ରଦୀପ ସେଠୀ , ବରିଷ୍ଠ କଂଗ୍ରେସ ନେତା ଭୋଳାନାଥ ସାଗର , କଂଗ୍ରେସ ନେତା ହୃଷିକେଶ କର୍ଣ୍ଣ , ସନ୍ତୋଷ ପଧାନ , କାହ୍ନୁ ହାତୀ , ପଙ୍କଜ ସାଗର , ନାରାୟଣ ଦଲେଇ , ନାରାୟଣ ପଧାନ , ଗୁପ୍ତେଶ୍ୱର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ବିଭିନ୍ନ ପଞ୍ଚାୟତ ରୁ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ। ଶେଷରେ ରାମଚନ୍ଦ୍ର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।