ଜିଲ୍ଲା ପରିଷଦ ସଭ୍ୟା ଙ୍କ ପ୍ରଚେଷ୍ଟା ରେ ଅସହାୟ ବୃଦ୍ଧା ମହିଳା ଙ୍କୁ ହୁଇଲ ଚେୟାର ପ୍ରଦାନ।


ସମ୍ୱଲପୁର ଜିଲ୍ଲା ରେଙ୍ଗାଲି ଜୋନ ୧ ଜିଲ୍ଲା ପରିଷଦ ସଦସ୍ୟ ଚୋଳଶ୍ରୀ ମହାନନ୍ଦ ଙ୍କ ପ୍ରଚେଷ୍ଟା ରେ ଖିଣ୍ଡା ଗ୍ରାମପଞ୍ଚାୟତ,ଭଂୟା ପଡା ଜଣେ ଅସହାୟ ବୃଦ୍ଧା ମହିଳା ସ୍ରିତୁଳା ରାୟ ଙ୍କୁ ହୁଇଲ୍ ଚେୟାର ପ୍ରଧାନ କରାଯାଇଛି l ରେଙ୍ଗାଲି ବ୍ଲକ ଉନ୍ନୟନ ଅଧିକାରୀ କୃଷ୍ଣ ଚନ୍ଦ୍ର ଦଳପତି ସହଯୋଗ କରିଥିଲେ । ଏହି ଅବସରରେ ବିଜୁ ମହିଳା ଜନତା ଦଳ ର ବ୍ଲକ ସାଧାରଣ ସମ୍ପାଦିକା ମିତା ମେହେର, ଅମର ମହାନନ୍ଦ, ସମୀର ମେହେର ଉପସ୍ଥିତ ଥିଲେ।