Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖାଦ୍ୟ ସୁରକ୍ଷା ଯୋଜନା ରେ ସାମିଲ ହିତାଧିକାରୀ ଙ୍କୁ ବ୍ୟାଗ ବଣ୍ଟନ କଲେ ସରପଞ୍ଚ।

କୋକସରା:୧୧/୦୨
ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀ ଙ୍କ ପାଇଁ ନବୀନ ଓଡିଶା,ଆମ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଜରିଆରେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାଗ ବଣ୍ଟନ କରାଯାଇଛି। କୋକସରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ଙ୍କ ଉପସ୍ଥିତି ରେ ଖାଦ୍ୟ ସୁରକ୍ଷା ଯୋଜନା ରେ ଅନ୍ତର୍ଭୁକ୍ତ ଥିବା କୋକସରା,ଚିଲିଗୁଡା, ଗଡରାମାଲ ଓ ନୂଆପଡା ଗ୍ରାମ ର ହିତାଧିକାରୀ ଙ୍କୁ ୨ ଟି ଲେଖାଏଁ ବ୍ୟାଗ ବଣ୍ଟନ କରାଯାଇଛି। ଏହି ଅବସର ରେ ପିଇଓ ଭବିଷ୍ୟତ ପଟେଲ,ଯୋଗାଣ ସହାୟକ ଦୟାନିଧି ଶବର ସମେତ ପଞ୍ଚାୟତ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories