Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଗଞ୍ଜୁ ରେ ମରଣାନ୍ତକ ଆକ୍ରମଣ,୨ ଗୁରୁତର।

ଗୋପାଳପୁର,୧୪/୦୩
ଗୋପାଳପୁର ଥାନା ଅନ୍ତର୍ଗତ ଗଞ୍ଜୁ ଠାରେ ଥିବା ଏକ ଦେଶୀ ମଦର ଦୋକାନ ସମ୍ମୁଖରେ ଦୁଇ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଛି।ଯାହା ଫଳରେ ଗଞ୍ଜୁ ର ମୁନା ଦାସ ଓ ଭିକାରୀ ଦାସ ପ୍ରମୁଖ ଆହାତ ହୋଇଛନ୍ତି। ଆକ୍ରମଣ କେଉଁ ମାନେ କେଉଁ ଉଦ୍ଦେଶ୍ୟ ରେ କରିଛନ୍ତି ତାହା ଜଣା ପଡିନଥିବା ବେଳେ ଦୁଇ ଆହାତ ଙ୍କୁ ପରିବାର ବର୍ଗ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲ ରେ ଚିକିତ୍ସିତ ନିମନ୍ତେ ଭର୍ତ୍ତି କରିଛନ୍ତି।ଖବର‌ ପାଇ ଗୋପାଳପୁର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡ଼ିଛି

More Stories